Murder: ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀଙ୍କର ଆତ୍ମହତ୍ୟା ଉଦ୍ୟମ

Aug 30, 2026 - 08:35
Murder: ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀଙ୍କର ଆତ୍ମହତ୍ୟା ଉଦ୍ୟମ

"ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ଜାମଦାପାଳ ଗ୍ରାମରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ।

ଗ୍ରାମର ବୈଦ୍ୟନାଥ ସିଂ କୌଣସି କାରଣ ପାଇଁ ନିଜ ସ୍ତ୍ରୀ କୁନି ସିଂଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମକରି ଗୁରୁତର ହୋଇଛନ୍ତି।

ଶନିବାର ବିଳମ୍ବିତ ରାତିରେ ପୁଲିସ ପହଞ୍ଚି ଗୁରୁତରଙ୍କୁ ବାରିପଦା ମେଡିକାଲକୁ ପଠାଇଛି।Advertisment ପୁଲିସ ଘଟଣାର ତଦନ୍ତ କରୁଛି ପୁଲିସ ଘଟଣାର ତଦନ୍ତ କରୁଛି।

ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ପାରିବାରିକ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଛି। 'Sambad': "ସମ୍ବାଦ" ପକ୍ଷରୁ ବରପାଲିରେ ସ୍ବଭାବ କବିଙ୍କ ଜୟନ୍ତୀ: "ଗଙ୍ଗା‌ଧରଙ୍କ ରଚନାର ଶାଳୀନତା ଅତୁଳନୀୟ" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)