Modi and Bhaijaan: ୧୬ ବର୍ଷ ପରେ ଏକାଠି ନଜର ଆସିବେ ମୋଦୀ-ଭାଇଜାନ୍
"ବିଗବସରେ ଲଲିତ ମୋଦୀଙ୍କ ଜଲଓ୍ବା।
ଵିଦେଶରେ ରହୁଥିବା ଲଲିତ ବିଗବସରେ ସିଧା କରୁଛନ୍ତି ଏଣ୍ଟ୍ରି।
ସଲମାନଙ୍କ ସହ କରିବେ ଥଟ୍ଟାମଜା।
ଦୀର୍ଘ ୧୬ ବର୍ଷ ପରେ ଲଳିତ ମୋଦୀ ଭାରତକୁ ଫେରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଗ୍ ବସରେ ତାଙ୍କ ଏଣ୍ଟ୍ରି ଖବର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
