Minor pregnancy: ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସଂପର୍କ; ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

Aug 22, 2026 - 17:48
Minor pregnancy: ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସଂପର୍କ; ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

"ନିଆଳି: କଟକ ଜିଲ୍ଲା ନିଆଳି ଅଞ୍ଚଳରୁ ଏକ ଲଜ୍ଜାଜନକ ଖବର ଆସିଛି।

ଜଣେ ୧୫ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଛି।

ନିଆଳି ଥାନାରେ ଏହି ଅଭିଯୋଗ ହେଲା ପରେ ପୁଲିସ ଜଣେ ଯୁବକଙ୍କୁ ଉଠାଇ ଆଣି ତଦନ୍ତ କରୁଛି।

Advertisment ସୂଚନା ଅନୁସାରେ ନିଆଳି ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଜଗସିଂହପୁର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା।

ନାବାଳିକା ଗର୍ଭବତୀ ହେଲା ପରେ ଏବେ ଘଟଣା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କର ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଉଠାଇ ଆଣି ପଚରାଉଚୁରା କରୁଛି।

ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Minor Girls Unsafety: କୋରାପୁଟରେ ନାବାଳିକା ଗର୍ଭବତୀ, ସମ୍ବଲପୁରରେ ଦୁଷ୍କର୍ମ ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)