Minor missing: ପୋଖରୀ ଭିତରେ ୨୨ ଘଣ୍ଟା ହେଲା ନାବାଳକ ନିଖୋଜ

Oct 16, 2026 - 12:28
Minor missing: ପୋଖରୀ ଭିତରେ ୨୨ ଘଣ୍ଟା ହେଲା ନାବାଳକ ନିଖୋଜ

"ଦେଓଗାଁ: ପୋଖରୀକୁ ଗାଧେଇବାକୁ ଯାଇ ନାବାଳକ ନିଖୋଜ ହୋଇଯାଇଛି।

ନିଖୋଜ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ନିଖୋଜ ହୋଇଥିବା ନାବାଳକ ଜଣକ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ବର୍ଲା ଗାଁର ଶ୍ରୀତମ ହରପାଲ ବୋଲି ସୂଚନା ମିଳିଛି।

Advertisment ସୂଚନାଯୋଗ୍ୟ,  ତୁଷୁରା ଥାନା ଅନ୍ତର୍ଗତ ବର୍ଲା ଗାଁରେ ଥିବା ଏକ ପୋଖରୀକୁ ଜଣେ ୧୬ ବର୍ଷୀୟ ଶ୍ରୀତମ ହରପାଲ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡିଛି।

ତେବେ ଗୁଡଭେଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ନିଖୋଜ ହୋଇଥିବା ନାବାଳକକୁ ଉଦ୍ଧାର ପାଇଁ ଚେଷ୍ଟା କରୁଛି।

ଘଟଣାକୁ ୨୨ଘଣ୍ଟା ବିତି ଯାଇଥିଲେ ସୁଦ୍ଧ‌ା ଶ୍ରୀତମରକୌଣସି ଖୋଜଖବର ନାହିଁ।

ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ: ରାଜନାଥ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)