Mbappe: ଏମ୍ବାପେଙ୍କ ହ୍ୟାଟ୍ରିକରେ୍ ରିଅଲ୍ ମାଦ୍ରିଦ୍ ବିଜୟୀ
"ସାଣ୍ଟିଆଗୋ ବର୍ଣ୍ଣାବିଉ: କିଲିଆନ୍ ଏମ୍ବାପେଙ୍କ ହ୍ୟାଟ୍ରିକ୍ ବଳରେ ଚଳିତ ଲାଲିଗା ଋତୁରେ ରିଅଲ୍ ମାଦ୍ରିଦ୍ ଘରୋଇ ପଡ଼ିଆରେ ପ୍ରଥମ ବିଜୟ ପାଇଛି।
ତାଙ୍କର ଏହି ଗୋଲ୍ ବଳରେ ରିଅଲ୍ ମାଦ୍ରିଦ ୪-୧ ଗୋଲ୍ରେ ରିଅଲ୍ ସୋସିଓଦାଦ୍କୁ ପରାସ୍ତ କରିଛି।
ମ୍ୟାଚ୍ର ୪୦ତମ ମିନିଟ୍ରେ ଏମ୍ବାପେଙ୍କ ଗୋଲ୍ରେ ରିଅଲ୍ ମାଦ୍ରିଦ୍ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।Advertisment ଏମ୍ବାପେଙ୍କ ବ୍ୟାକ୍ତିଗତ ହ୍ୟାଟ୍ରିକ୍ ସଫଳ ଏହାର ୪ ମିନିଟ୍ ପରେ ଲୁକା ସୁସିକ୍ (୪୪ ମିନିଟ୍) ଗୋଲ୍ ଦେଇ ପ୍ରଥମାର୍ଦ୍ଧରେ ସ୍ଥିତି ୧-୧ କରିଥିଲେ।
ଦ୍ବିତୀୟାର୍ଦ୍ଧକୁ ମାଦ୍ରିଦ୍ ପୂରା ନିଜ ନିୟନ୍ତ୍ରଣରେ ରଖିଥିଲା।
୬୦ତମ ମିନିଟ୍ରେ ଏମ୍ବାପେ ଏବଂ ୬୮ତମ ମିନିଟ୍ରେ ଭିନିସିଅସ୍ ଜୁନିୟର ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ୩-୧ରେ ଦଳକୁ ଆଗରେ ରଖିଥିଲେ। ୮୦ତମ ମିନିଟ୍ରେ ଏମ୍ବାପେ ବ୍ୟାକ୍ତିଗତ ହ୍ୟାଟ୍ରିକ୍ ସଫଳତା ପାଇବା ସହ ଦଳକୁ ୪-୧ରେ ବିଜୟ ଦେଇଥିଲେ।
ଫାଇନାଲ୍ରେ କୋବୋଲି-ବେନସିକ୍ ଓ ମେନ୍ସିକ୍-ମୁଚୋଭା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
