Massive Fire Breaks Out: ହେଲଥ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ
ଜଳିଗଲା ମେଡ଼ିସିନ ଷ୍ଟୋର ଓ ହେଲଥ କେୟାର ସେଣ୍ଟର। ଭୁବନେଶ୍ୱର ଶିରିପୁର ସ୍ଥିତ ଏକ ମେଡିକାଲ ହେଲଥ କେୟାର ବିଲଡିଂ ରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ୩ଟି ଗାଡି ନିୟୋଜିତ ହୋଇଥିଲେ। ଲକ୍ଷ ଲକ୍ଷ ଟଙ୍କାର ମେଡ଼ିସିନ ଓ ଅନ୍ୟ ଉପକରଣ ପୋଡି ପାଉଁଶ ହୋଇଯାଇଛି।
- ହେଲଥ କେୟାର ସେଣ୍ଟରରେ ନିଆଁ
- ଭୁବନେଶ୍ୱର ଶିରିପୁରରେ ଥିବା ହେଲଥ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ
- ଜଳିଗଲା ମେଡିସିନ ଷ୍ଟୋର, ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ
- ନିଆଁ ଲିଭାଇବା କାର୍ଯ୍ୟରେ ୩ଟି ଅଗ୍ନିଶମ ଗାଡ଼ି ନିୟୋଜିତ