Literature: କବିତା ଫେରିବା ବାଟ: କବି ଦେବବ୍ରତ ଦାସଙ୍କ କଲମରୁ ନିଃସୃତ...

Sep 03, 2026 - 17:31
Literature: କବିତା ଫେରିବା ବାଟ: କବି ଦେବବ୍ରତ ଦାସଙ୍କ କଲମରୁ ନିଃସୃତ...

"ଫେରିବା ବାଟ ଦେବବ୍ରତ ଦାସ ଖୋଜିପାର ତୁମେ ମୋଠୁଁ ଫେରିଯାଇଥିବା ଲୋକଙ୍କପାପବୋଧ ମୁଣ୍ଡେଇଥିବା ପୁରୁଣା ସେଇ ରାସ୍ତା, ଯେଉଁ ରାସ୍ତା ଆକାଶକୁ ଫିଟିଛିମାଟି ସହ ଯା"ର ସମ୍ପର୍କ ତୁଟିଛି।

Advertisment ଦେଖିବ,ଯେଉଁ ରାସ୍ତାକଡ଼ ଗଛସବୁର ହାତପାହାନ୍ତି କଅଁଳ ଡାଳର ଅଗକୁକେହିଜଣେ ଭାଙ୍ଗି ଯାଇଛି ଫେରିଯିବାବେଳେଜାଣିବ କେହିଜଣେ ମୋ ଠୁଁ ଫେରିଯାଇଛି ସେଇ ରାସ୍ତାରେ।

ଆହୁରି ପଢ଼ନ୍ତୁ- GDP Growth: ଭାରତର ଅଭିବୃଦ୍ଧି କାହାଣୀ ବିଶ୍ୱ ପାଇଁ ଆତ୍ମବିଶ୍ୱାସ ଓ ନୂତନ ସୁଯୋଗର ଉତ୍ସ ହୋଇଛି: ମୋଦୀ ଦେଖିବ, ଯେଉଁ ରାସ୍ତାମୁଣ୍ଡରେ ଜମାହେଇଥିବ ସିଗାରେଟର ଶେଷ ପଫ୍ ପରେ ପାଦରେ ଦଳା ହେଇଥିବା କିଛି ଅବଶେଷ ଓ ଅବସୋସ ଜାଣିବ କେହିଜଣେ ମୋଠୁଁ ଫେରିଯାଇଛି ସେଇ ରାସ୍ତାରେ।

ଦେଖିବ,ଯେଉଁ ରାସ୍ତା ଉପର ଇଲେକ୍ଟ୍ରି  ତାରରେ ଝୁଲୁଥିବ କାହାର ପିନ୍ଧା ସାର୍ଟ ଯେଉଁ ସାର୍ଟରେ ଲାଖିଥିବ ଅଧାଚିରା ଛାତି ଓ ଛାତିପକେଟ୍ ଯାହାକୁ ବେଳେଅଧେ ଚାହିଁ ପୁଣି ଚାହିଁ ପାରୁନଥିବ ଗୋଟେ ପାରା ଜାଣିବ କେହିଜଣେ ମୋଠୁଁ ଫେରିଯାଇଛି ସେଇ ରାସ୍ତାରେ।

ଆହୁରି ପଢ଼ନ୍ତୁ- Muscle Loss With Age: ମାଂସପେଶୀ କିପରି ଆପଣଙ୍କ ବୟସ ବୃଦ୍ଧି ଶୈଳୀକୁ ପ୍ରଭାବିତ କରିଥାଏ, ଜାଣନ୍ତୁ କ"ଣ କୁହନ୍ତି ଡାକ୍ତର କହିଲ, ସମ୍ପର୍କରେ ଯୋଉ ବାଟେ ଯିଏ ଆସିଥାଏ ସେଇ ବାଟେ କୋଉ ଫେରିପାରେ ସିଏ?

ଭାଙ୍ଗିଯାଉଥିଲା ବେଳେ ବି ଶିଳ୍ପ ପରି ସମ୍ପର୍କଟିଏ ଗଢ଼ିଦେଇଯିବାର ଛାତି କାହାପାଖେ ଥାଏ?ଫେରିଯାଉଥିବା ଲୋକ ପାଖେ ଏତେ ସମୟ ବା କୋଉ ଥାଏ?

ମୋ: ୯୦୭୮୦୬୬୬୨୫ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)