Lightning Strike ବଜ୍ରାଘାତରେ ଯୁବ ଚାଷୀଙ୍କ ମୃତ୍ୟୁ

Aug 28, 2026 - 19:28
Lightning Strike ବଜ୍ରାଘାତରେ ଯୁବ ଚାଷୀଙ୍କ ମୃତ୍ୟୁ

"ଖଇରା:  ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧୀନ ସୁଙ୍ଗୁଡ଼ା ଗାଁରେ ଆଜି ବଜ୍ରାଘାତରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି।

Advertisment ମୃତ ଚାଷୀ ସୁଦର୍ଶନ: ଫାଇଲ୍‌ ଫଟୋ ସୁଦର୍ଶନ ଶଙ୍ଖୁଆ, ଆଜି (ଶୁକ୍ରବାର) ପୂର୍ବାହ୍‌ଣରେ ନିଜ ଧାନ କ୍ଷେତକୁ ଚାଷ କାର୍ଯ୍ୟ ନିମନ୍ତେ ଯାଇଥିଲେ।

ସେଠାରେ ବର୍ଷା ସହ ବଜ୍ରପାତ ହୋଇଥିଲା।

ବଜ୍ରାଘାତରେ ସୁଦର୍ଶନ ଟଳିପଡ଼ିଥିଲେ।

ଅନ୍ୟଚାଷୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି୧୦୮ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲକୁ ଆଣିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Lightning: ଘରକୁ ଫେରୁଥିବା ବେଳେ ବଜ୍ରପାତ ନେଲା ଜୀବନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)