Landslide : ଲଗାଣ ବର୍ଷାରେ ମାଟି ଅତଡ଼ା ଖସିଲା, ଯାତାୟତରେ ବାଧା

Aug 24, 2026 - 10:07
Landslide : ଲଗାଣ ବର୍ଷାରେ ମାଟି ଅତଡ଼ା ଖସିଲା, ଯାତାୟତରେ ବାଧା

"ବଡବିଲ: ଲଘୁଚାପ ଜନିତ ଲଗାଣ ବର୍ଷାରେ, ୫୨୦ ନମ୍ୱର୍ ଜାତୀୟ ରାଜପଥ, ଭଦ୍ରାସାହି - କୋଇଡା ରାସ୍ତା, ବାରବାଙ୍କ ଘାଟି ନିକଟରେ ମାଟି ଅତଡ଼ା ଖସିବା ଯୋଗୁ ଯାତାୟତରେ ଅସୁବିଧା ଦେଖାଦେଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରାସାହି ପଟୁ ସୁନ୍ଦରଗଡ଼ ଜିଲ୍ଲା, କୋଇଡା ଆଡ଼କୁ ଯାଇଥିବା ୫୨୦ ନମ୍ୱର୍ ଜାତୀୟ ରାଜପଥର ବାମ ପଟ ରାସ୍ତାରେ ମାଟି ଅତଡ଼ା ଖସିବା ଯୋଗୁ ରାସ୍ତା ଉପରେ ମାଟି ଗଦା ହୋଇଯାଇଥିଲା।

ଫଳରେ ରାସ୍ତାର ବାମ ପାର୍ଶ୍ୱରେଯାତାୟତ ବାଧାପ୍ରାପ୍ତ ହୋଇଥିଲା।Advertisment କୌଣସି ଦୁର୍ଘଟଣା ଘଟିନଥିଲା ଚାରି ଚକିଆ ଯାନ ସହ ଭାରି ଯାନ ଉକ୍ତ ରାସ୍ତାରେ ଯାତାୟତ କରିପାରିନଥିଲା।

ଅତଡ଼ା ଧସିବା ସମୟରେ ଉକ୍ତ ସ୍ଥାନରେ କୌଣସି ଗାଡ଼ି, ବାଇକ୍ ଆରୋହୀ କିମ୍ବା ପଥଚାରୀ ନଥିବାରୁ କୌଣସି ଦୁର୍ଘଟଣା ଘଟିନଥିଲା।

Elephant: ଓଡ଼ିଶାକୁ ପ୍ରବେଶ କରିଲେ ଆନ୍ଧ୍ର ହାତୀପଲ, ଲୋକ ଆତଙ୍କିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)