Kolkata Durga puja: କୋଲକାତା ଦୁର୍ଗାପୂଜାରେ ଦୁର୍ଘଟଣା; ୧୭ ମୃତ ସୂଚନା; ଅନେକ ଆହତ

Oct 17, 2026 - 22:13
Kolkata Durga puja: କୋଲକାତା ଦୁର୍ଗାପୂଜାରେ ଦୁର୍ଘଟଣା; ୧୭ ମୃତ ସୂଚନା; ଅନେକ ଆହତ

"କୋଲକାତା: ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଖୁସିର ମାହୋଲ ଥିବା ସମୟରେ ଆଜି କୋଲକାତାରେ ସପ୍ତମୀ ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି।

ଉତ୍ତର କୋଲକାତାର ‌ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପର ଏକ ଭାଗ ଭୁଶୁଡ଼ି ପଡ଼ିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଅଭାବନୀୟ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ଅନେକ ଲୋକ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment ସୂଚନା: ଏହି ଖବରକୁ କ୍ରମାଗତ ଅପ୍‌ଡେଟ୍‌ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)