Keonjhar Murder: ଘରୋଇ କଳିରୁ ହତ୍ୟାକାଣ୍ଡ

Nov 26, 2026 - 22:55
Keonjhar Murder:  ଘରୋଇ କଳିରୁ ହତ୍ୟାକାଣ୍ଡ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବରୀ ଥାନା ବେଲଦା ଉପର ସାହିରେ ସାମାନ୍ୟ ଘରୋଇ କଳିକୁ ନେଇ ଜଣକୁ ହତ୍ୟା କରାଯାଇଛି।

ଖବର ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment Accused Arrested: ହତ୍ୟାକାଣ୍ଡର ୪ ମାସ ପରେ ମିଳିଲା ମୃତକଙ୍କ କଙ୍କାଳ ଓ ହାଡ଼, ବନ୍ଧା ହେଲା ଅଭିଯୁକ୍ତ ସାଙ୍ଗ ସୂଚନାନୁସାରେ, କୌଣସି ପାରିବାରିକ ପ୍ରସଙ୍ଗକୁ ନେଇ ମୋଟୁ ମୁଣ୍ଡା ଓ ସୁରଜ ମୁଣ୍ଡାଙ୍କ ମଧ୍ୟରେ ବିବାଦ ହୋଇଥିଲା।

ପରସ୍ପର ଗାଳିଗୁଲଜ କରିଥିଲେ।

ଏହି ସମୟରେ ମୋଟୁ ଉତ୍‌କ୍ଷିପ୍ତ ହୋଇ ଏକ କଟୁରୀରେ ସୁରଜକୁ ଆକ୍ରମଣ କରିଥିଲା।

କଟୁରୀ ଚୋଟରେ ସୁରଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Shooting: କୁକୁର ମଳତ୍ୟାଗ ବିବାଦରୁ ହତ୍ୟାକାଣ୍ଡ: ପଡ଼ୋଶୀଙ୍କ ଗୁଳିମାଡ଼ରେ ଜଣେ ମୃତ ଖବର ପାଇ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଂଚି ମୋଟୁକୁ ଗିରଫ କରିଛି।

ସୁରଜର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)