Jersey Retired: ସିପିଏଲ୍‌ରେ ପ୍ରଥମ: ବ୍ରାଭୋଙ୍କ ୪୭ନଂ ଜର୍ସିକୁ ଅବସର

Aug 30, 2026 - 15:30
Jersey Retired: ସିପିଏଲ୍‌ରେ ପ୍ରଥମ: ବ୍ରାଭୋଙ୍କ ୪୭ନଂ ଜର୍ସିକୁ ଅବସର

"ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ମହାନ ଅଲ୍‌ରାଉଣ୍ଡର ଡ୍ବାନେ ବ୍ରାଭୋଙ୍କ ଜର୍ସି ନଂ୪୭କୁ ତ୍ରିନବାଗୋ ନାଇଟ୍‌ ରାଇଡର୍ସ (ଟିକେଆର୍‌) ଅବସର ପ୍ରଦାନ କରିଛି।

ଦଳ, କାରାବୀୟ ପ୍ରିମିୟର୍‌ ଲିଗ୍‌ ଓ ଟ୍ରିନିଦାଦ-ଟୋବାଗୋ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ତାଙ୍କୁ ୪୭ନଂ ଜର୍ସି ପ୍ରଦାନ କରି ଅବସର ଦେଇଛି।

କୌଣସି ଖେଳାଳିଙ୍କ ଖେଳାଳିଙ୍କ ଜର୍ସିକୁ ଅବସର ଦେବାରେ ଏହାରେ ସିପିଏଲ୍‌ରେ ପ୍ରଥମ ଘଟଣା। ""ନଂ ୪୭ ଜର୍ସି ଏବେ ବ୍ରାଭୋଙ୍କ ନାଇଟ୍‌ ରାଇଡର୍ସ ସହ ଉଲ୍ଲେଖନୀୟ ଯାତ୍ରାର ସ୍ଥାୟୀ ପ୍ରତୀକ ହୋଇଗଲା।Advertisment ସର୍ବାଧିକ ୱିକେଟ୍‌ ନେବା ତାଲିକାରେ ଶୀର୍ଷରେ ବିଜେତା ଖେଳାଳିରୁ ବିଜେତା ପ୍ରଶିକ୍ଷକ ଶେଷ ପର୍ଯ୍ୟନ୍ତ ଫ୍ରାଞ୍ଜାଇଜ୍‌ର ସ୍ଥାୟୀ ଅଂଶ ହୋଇ ରହିଲେ"" ବୋଲି ଟିକିଆର୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଖେଳାଳି ଭାବେ ସିପିଏଲ୍‌ର ୫ ବିଜେତା ଦଳର ସଦସ୍ୟ ରହିଥିବା ବ୍ରାଭୋ ଶେଷରେ ଷଷ୍ଠ ଟ୍ରଫି ଟିକେଆର୍‌ର ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଡ଼ିଛନ୍ତି।

ସିପିଏଲ୍‌ରେ ସେ ୧୦୭ ମ୍ୟାଚ୍‌ ଖେଳି ୧୨୯ ୱିକେଟ୍‌ ନେଇ ପ୍ରତିଯୋଗିତାରେ ସର୍ବାଧିକ ୱିକେଟ୍‌ ନେବା ତାଲିକାରେ ଶୀର୍ଷରେ ରହିଛନ୍ତି।

ସେ ୨୦୨୪ରେ ଖେଳାଳି ଭାବେ ଅବସର ନେଇଥିଲେ।

Lionel Messi: ମେସିଙ୍କ ୪ ଗୋଲ୍‌ରେ ଇଣ୍ଟର ମିଆମି ବିଜୟୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)