ISKCON Faces Internal Divide: ଇସ୍କନରେ ବଡ଼ ଫାଟ; ବେଙ୍ଗାଲୁରୁ ଗ୍ରୁପ୍  ଗଜପତିଙ୍କୁ ସମର୍ଥନ ଜଣାଇଲା

Jul 14, 2026 - 15:03
ISKCON Faces Internal Divide: ଇସ୍କନରେ ବଡ଼ ଫାଟ; ବେଙ୍ଗାଲୁରୁ ଗ୍ରୁପ୍  ଗଜପତିଙ୍କୁ ସମର୍ଥନ ଜଣାଇଲା

ଇସ୍କନରେ ବଡ଼ ଫାଟ। ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗଲୁରୁ ଗ୍ରୁପ୍ । ଆମେ ମୂଳ ପୀଠ ପୁରୀର ତିଥି ଅନୁସାରେ ରଥଯାତ୍ରା ଓ ସ୍ନାନ ଯାତ୍ରା କରୁଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସେବା କରିବା ପାଇଁ ସଂକଳ୍ପବଦ୍ଧ । ଏନେଇ ଗଜପତି ମହାରାଜାଙ୍କୁ ଚିଠି ଲେଖି ଅବଗତ କଲେ ବେଙ୍ଗାଳୁରୁ ଶାଖା । ଆମେ ପଶ୍ଚିମବଙ୍ଗ ମାୟାପୁର ଇସ୍କନ ଶାଖା ଠାରୁ ପୂରା ଅଲଗା ।

ପୁରୀ ପୀଠ ରୀତିନୀତି ମାନୁଛୁ

ମାୟାପୁର ISKCON ଶାଖା ‘ଇସ୍କନ ସୋସାଇଟି ମୁମ୍ବାଇ’ ସହ ପଞ୍ଜୀକୃତ। ଆମେ ‘ଇସ୍କନ ସୋସାଇଟି ମୁମ୍ବାଇ’ ସହ ନାହୁଁ, ପୁରୀ ପୀଠ ରୀତିନୀତି ମାନୁଛୁ । ଇସ୍କନ ସୋସାଇଟି ମୁମ୍ବାଇର GBCରେ ବିଦେଶୀ ଭକ୍ତ ରହିଛନ୍ତି। ବିଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ କରୁଛୁ କହିଲେ ବେଙ୍ଗାଳୁରୁ ଶାଖା । 

 ଆମେ ମୂଳ ପୀଠ ପୁରୀର ତିଥି ଅନୁସାରେ ରଥଯାତ୍ରା ଓ ସ୍ନାନ ଯାତ୍ରା କରୁଛୁ
ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସେବା କରିବା ପାଇଁ ସଂକଳ୍ପବଦ୍ଧ
ଏନେଇ ଗଜପତି ମହାରାଜାଙ୍କୁ ଚିଠି ଲେଖି ଅବଗତ କଲେ ବେଙ୍ଗାଳୁରୁ ଶାଖା
ଆମେ ପଶ୍ଚିମବଙ୍ଗ ମାୟାପୁର ଇସ୍କନ ଶାଖା ଠାରୁ ପୂରା ଅଲଗା
ମାୟାପୁର ଇସ୍କନ ଶାଖା ‘ଇସ୍କନ ସୋସାଇଟି ମୁମ୍ବାଇ’ ସହ ପଞ୍ଜୀକୃତ
ଆମେ ‘ଇସ୍କନ ସୋସାଇଟି ମୁମ୍ବାଇ’ ସହ ନାହୁଁ, ପୁରୀ ପୀଠ ରୀତିନୀତି ମାନୁଛୁ
ଇସ୍କନ ସୋସାଇଟି ମୁମ୍ବାଇର GBCରେ ବିଦେଶୀ ଭକ୍ତ ରହିଛନ୍ତି
ବିଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ କରୁଛୁ କହିଲେ ବେଙ୍ଗାଳୁରୁ ଶାଖା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।