Independence Day: ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନ ହୋଇ ତୃତୀୟ ନୟନ ହୁଅନ୍ତୁ: ସୌମ୍ୟରଂଜନ ପଟ୍ଟନାୟକ
"ଭୁବନେଶ୍ବର: ଭୁବନେଶ୍ବରସ୍ଥିତ "ସମ୍ବାଦ"କାର୍ଯ୍ୟାଳୟ ପରିସରରେ ଆଜି ୮୦ତମ ସ୍ବାଧୀନତା ଦିବସ ଉତ୍ସାହର ସହ ପାଳିତ ହୋଇଛି।
ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ "ସମ୍ବାଦ" ଓ କନକ ନ୍ୟୁଜର ସଂପାଦକ ତନୟା ପଟ୍ଟନାୟକ, ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ଫଚର ସଂପାଦକ ଧୃତିକାମ ମହାନ୍ତି, ମହାପ୍ରବନ୍ଧକ (ମାନବସମ୍ବଳ) ବୈଜୟନ୍ତୀ କରଙ୍କ ସମେତ "ସମ୍ବାଦ" ପରିବାରର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Advertisment ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକମାନେ କାର୍ଯ୍ୟ କରିବା ଉଚିତ ଏହି ଅବସରରେ ସୌମ୍ୟରଂଜନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ, ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନ ହୋଇ ତୃତୀୟ ନୟନ ହୁଅନ୍ତୁ।
ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକମାନେ କାର୍ଯ୍ୟ କରିବା ଉଚିତ।
CM Mohan Charan Majhi: ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ମୋଦୀଜୀଙ୍କ ନେତୃତ୍ଵରେ ଦେଶ ଆଜି ସୁରକ୍ଷିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
