25 JULY 2026

Welcome!

Unlock your personalized experience.
Sign Up

Ind Vs Zim: ଦ୍ବିତୀୟ ମ୍ୟାଚ୍ ବିଜୟ ସହ ଟିମ୍ ଇଣ୍ଡିଆର ସିରିଜ୍ କବଜା; ନିଜ ଘରେ ମାଟି କାମୁଡ଼ିଲା ଜିମ୍ବାଓ୍ବେ ଟିମ୍

Jul 25, 2026 - 20:33
Ind Vs Zim: ଦ୍ବିତୀୟ ମ୍ୟାଚ୍ ବିଜୟ ସହ ଟିମ୍ ଇଣ୍ଡିଆର ସିରିଜ୍ କବଜା; ନିଜ ଘରେ ମାଟି କାମୁଡ଼ିଲା ଜିମ୍ବାଓ୍ବେ ଟିମ୍

ମୁମ୍ବାଇ, ୨୫/୦୭: ଜିମ୍ବାଓ୍ବେରେ ଟିମ୍ ଇଣ୍ଡିଆ ସିରିଜ୍ କବଜା । ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲାକୁ ୯୦ରନରେ ଜିତି ନେଇଛି ଭାରତୀୟ ଦଳ । ଏହି ବିଜୟ ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ଶୃଙ୍ଖଳାରେ ୨-୦ରେ ଆଗରେ ରହିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଘରୋଇ ଦଳ ସାମ୍ନାରେ ୨୧୯ ରନ ବିଶାଳ ସ୍କୋର ଛିଡ଼ା କରିଥିଲା ଏହାର ଜବାବରେ ଜିମ୍ବୱେ ଦଳ ମାତ୍ର ସମସ୍ତ ୱିକେଟ୍ ହରାଇ ମାତ୍ର ୧୨୯ ରନ କରିବାରେ ସକ୍ଷମ ହୋଇଛି । ଖବର ଅପଡେଟ୍ ଜାରି..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।