IND vs SL: ଦ୍ୱିତୀୟ ଟେଷ୍ଟରେ ଟସ୍ ଜିଣିଲା ଭାରତ, ଚୂଡ଼ାନ୍ତ ଏକାଦଶରେ ସରାଂଶ ଜୈନ ସାମିଲ

Aug 23, 2026 - 10:28
IND vs SL: ଦ୍ୱିତୀୟ ଟେଷ୍ଟରେ ଟସ୍ ଜିଣିଲା ଭାରତ, ଚୂଡ଼ାନ୍ତ ଏକାଦଶରେ ସରାଂଶ ଜୈନ ସାମିଲ

"କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଆଜିଠାରୁ ଆରମ୍ଭ ହୋଇଛି।

କଲମ୍ବୋସ୍ଥିତ ସିଂହଳୀ ସ୍ପୋର୍ଟସ୍ କ୍ଲବରେ ଏହି ମ୍ୟାଚ୍  ଖେଳାଯାଉଛି।

ଶୁଭମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଦଳ ଶୃଙ୍ଖଳାରେ ୧-୦ରେ ଆଗୁଆ ଅଛି।

ଡ୍ର ସୁନିଶ୍ଚିତ କରିବା ପାଇଁ ଆୟୋଜକ ଶ୍ରୀଲଙ୍କାକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ପଡିବ।

ଯଦିଓ ଏହି ଟେଷ୍ଟ ଡ୍ର ହୁଏ, ଭାରତ ସିରିଜ ଜିତିବ।

କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ଭାରତକୁ ଦ୍ୱିତୀୟ ଟେଷ୍ଟ ମଧ୍ୟ ଜିତିବାକୁ ପଡ଼ିବ।

ଭାରତ ପାଇଁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ କେଏଲ୍‌ ରାହୁଲ ପାଳି ଆରମ୍ଭ କରିଛନ୍ତି।

Advertisment ଅଧିନାୟକ ଶୁଭମନ ଗିଲ ଭାରତୀୟ ଦଳ: ଯଶସ୍ୱୀ ଜୟସ୍ବାଲ, କେ.ଏଲ୍ ରାହୁଲ, ଦେବଦତ୍ତ ପଡ଼ିକ୍କଲ, ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ମାନଭ ସୂତାର, ସାରାଂଶ ଜୈନ, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ।

Odisha failure: ଭାରତୀୟ ସଫଳ, ଓଡ଼ିଶା ବିଫଳ ଶ୍ରୀଲଙ୍କା ଦଳ: ଲାହିରୁ ଉଦାରା, କାମିଲ ମିଶ୍ର, କାମିଣ୍ଡୁ ମେଣ୍ଡିସ୍, ଧନଞ୍ଜୟ ଡି" ସିଲଭା (ଅଧିନାୟକ), ସୋନାଲ ଦୀନୁଶା, ପାସିନ୍ଦୁ ସୂର୍ଯ୍ୟବାନ୍ଦରା, ନିରୋଶନ ଡିକୱେଲା (ୱିକେଟ୍ କିପର), କେଶରା ନୁୱନ୍ତ, ପ୍ରଭାସ ଜୟସୁରିଆ, ଆଶିତା ଫର୍ନାଣ୍ଡୋ, ଲାହିରୁ କୁମାରା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)