Horoscope 2026 October 26: ଜାଣନ୍ତୁ ଆଜିର ରାଶିଫଳ
ମେଷ: ପାରିବାରିକ ସୌହାର୍ଦ୍ଦ ବଢ଼ିବ।
ଶାନ୍ତ ମନରେ କାମ କରନ୍ତୁ ଜଲଦି ପୂରା ହେବ।
ଅର୍ଥ ଚିନ୍ତା ଦୂର ହେବ।
ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ।
ଛାତ୍ରଛାତ୍ରୀ ପାଠପଢ଼ାରେ ଶିକ୍ଷକଙ୍କର ସହଯୋଗ ପାଇବେ। Advertisment ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବେ।
ଅଧିକ ସମୟ ବ୍ୟସ୍ତ ରହିବେ।
ନିଜ କାମରେ ଧ୍ୟାନକେନ୍ଦ୍ରିତ କରି ରଖନ୍ତୁ।
ଏକରୁ ଅଧିକ ଉତ୍ସରୁ ଲାଭର ଯୋଗ ଅଛି।
ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ମିଥୁନ: ପରିଶ୍ରମ ତୁଳନାରେ ଫଳର ପରିମାଣ କମ୍ ରହିବ।
ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ।
ଅଫିସରେ ନୂଆ କାମର ଦାୟିତ୍ବ ଗ୍ରହଣ କରିବେ।
ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ। କର୍କଟ: କୌଣସି କାମ ପୂରା କରିବା ପାଇଁ ବଡ଼ ଭାଇର ସହାୟତା ନେବାକୁ ପଡ଼ିପାରେ।
ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।
ଆପଣଙ୍କୁ ସଫଳତା ମିଳିବା ଲାଗି ଭଲ ଯୋଗ ଅଛି।
ଚାକିରି ପାଇଁ ଭଲ ପ୍ରସ୍ତାବ ପାଇବେ। ସିଂହ: ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି।
ଇଂଜିନିଅର୍ଙ୍କ ଲାଗି ଦିନଟି ବଢ଼ିଆ ରହିବ।
ଭାଗୀଦାରିରେ କୌଣସି ଡିଲ୍ ଫାଇନାଲ୍ କରିବେ।
ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। କନ୍ୟା: ଡାକ ବ୍ୟବସାୟୀଙ୍କର ଲାଭ ହେବ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ବଜାୟ ରହିବ।
ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ।
ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ତୁଳା: ଜୀବନରେ କିଛି ପରିବର୍ତ୍ତନ ଆସିପାରେ।
ହୋଟେଲ ରେସ୍ତେରାଁ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।
ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀର ସହଯୋଗ ପାଇବେ।
ବିଛା: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି।
କୌଣସି ବି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ।
ଯେଉଁ ବ୍ୟକ୍ତିଙ୍କୁ କେବେ ସାହାଯ୍ୟ କରିଥିଲେ ସେ ଆଜି ସାହାଯ୍ୟ କରିବେ।
ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ।
ପରିବାରରେ ସୁଖ ଶାନ୍ତିର ପରିବେଶ ବଜାୟ ରହିବ।
ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।
ମକର: ପାରିବାରିକ ଅଶାନ୍ତି ଦୂର ହେବ।
ସକାରାତ୍ମକ ଭାବନା ରଖନ୍ତୁ କାମରେ ସଫଳତା ପାଇବେ।
ବ୍ୟବସାୟର ଭାଗୀଦାରଙ୍କ ସହିତ ଦୂର ସ୍ଥାନକୁ ଯିବେ।
କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ।
ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ।
ଅଧିକାରୀଙ୍କ ଠାରୁ ସମୟ ସମୟରେ ସାହାଯ୍ୟ ପାଇବେ।
ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।
ମୀନ: ଶିକ୍ଷାରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।
ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ରଖି ଆଗକୁ ବଢ଼ିବେ।
ତରବରିଆ ଭାବରେ କାମ କରନ୍ତୁ ନାହିଁ।
ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
