‌Horoscope 2026 October 21: ଜାଣନ୍ତୁ ଆଜିର ରାଶିଫଳ

Oct 21, 2026 - 00:15
‌Horoscope 2026 October 21: ଜାଣନ୍ତୁ ଆଜିର ରାଶିଫଳ

"ମେଷ: ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଆପଣଙ୍କ ଲାଗି ଭଲ ହେବ।

କାର ଚଳାଇବା ଶିଖି ପାରନ୍ତି।

ଶରୀର ସୁସ୍ଥ ରହିବ।

ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା।

ଦରକାର। ‌Advertisment ବୃଷ: ଶିକ୍ଷଣୀୟ କ୍ଷେତ୍ରରେ ଥିବା ଲୋକଙ୍କର ଲାଭ ହେବ।

ବିଲଡ଼ର୍ସଙ୍କୁ ନୂଆ ଠିକାରେ ଲାଭ ହେବ।

କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିବେ।

ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମିଥୁନ: ଆପଣଙ୍କ ଜୀବନସାଥୀଙ୍କୁ ଉନ୍ନତି ପାଇଁ ଭଲ ଅବସର ମିଳିବ।

କୋରିୟର ବ୍ୟବସାୟୀ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଲାଭ ହେବ।

ସୁଷମ ଖାଦ୍ୟ ଖାଆନ୍ତୁ।

ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ନିଜର ଓ ନିଜ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ନୂଆ ବ୍ୟବସାୟ କରିବା ପାଇଁ ମନ ପ୍ରସ୍ତୁତ କରିବେ।

ବିରୋଧୀମାନେ କ୍ଷତି କରିପାରନ୍ତି।

ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ‌ ସିଂହ: ଦିନଟି ଆପଣଙ୍କ ଜୀବନରେ ଏକ ନୂଆ ଦିଶା ନେଇ ଆସିବ।

ସାକ୍ଷାତକାରରେ ସଫଳତାର ଯୋଗ ଅଛି।

ବନ୍ଧୁ ସହିତ ଦୀର୍ଘ ସମୟ କଥା‌ ହେବେ।

ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ମନ ପ୍ରସ୍ତୁତ କରିପାରନ୍ତି।

କନ୍ୟା: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟର ଆପଣଙ୍କୁ ଲାଭ ହେବ।

ବନ୍ଧୁ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ।

ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ। ‌ ତୁଳା: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ନେଇ ଆସିବ।

ଆପଣ ଚିନ୍ତା ମୁକ୍ତ ରହିବେ।

ବେପାରୀବର୍ଗଙ୍କୁ ଭଲ ଲାଭ ହେବ।

ଦୂରସ୍ଥାନକୁ ଯାଇପାରନ୍ତି।

ଛାତ୍ରୀଙ୍କ ଲାଗି ଦିନଟି ଭଲ। ‌ ବିଛା: ବ୍ୟବସାୟ କାମରେ ଧନଲାଭ ହେବ।

ପାରିବାରିକ ଜୀବନ ଶାନ୍ତିମୟ ରହିବ।

ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି।

ଲେଖକ କୌଣସି ନୂଆ କାହାଣୀ ଲେଖି‌ ପାରନ୍ତି। ‌ ଧନୁ: କାମ ସଂପୂର୍ଣ୍ଣ କରିବା ଲାଗି ସହଯୋଗୀଙ୍କ ସାହାଯ୍ୟ ପାଇବେ।

ଧନଲାଭ ଯୋଗ ଅଛି।

ବୈବାହିକ ଜୀବନ ସୁଖକର ହେବ।

ଅବିବାହିତଙ୍କ ଲାଗି ନିକଟ ସଂପର୍କିୟ ବିବାହ ପ୍ରସ୍ତାବ ନେଇ ଆସିବେ।

ମକର: କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ।

ଘର ସଜାଇବା କାମ କରାଇପାରନ୍ତି।

ଜୀବନସାଥୀ ସହିତ ସମୟ ଅତିବାହିତ ଲାଗି କୌଣସି ଭଲ ଜାଗାକୁ ଯିବେ।

ରକ୍ତଚାପ ରୋଗୀ ଆରାମ ମିଳିବ।

କୁମ୍ଭ: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଜାଗାରେ ଚାକିରି ମିଳିବ।

ରାଜନୀତି କ୍ଷେତରେ ଥିବା ଲୋକଙ୍କର କୃଷିଜୀବୀଙ୍କ ଲାଗି ଦିନଟି ଭଲ।

ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ।

ମୀନ: ଆର୍ଥିକ ପକ୍ଷ ସୁଦୃଢ଼ ରହିବ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଆପଣଙ୍କ ପିଲାର ସଫଳତାରେ ଖୁସି ପାଇବେ।

ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)