Horoscope 2026 November 25: ଜାଣନ୍ତୁ ଆଜିର ରାଶିଫଳ...
ମେଷ: ନକାରାତ୍ମକ ମାନସିକତା ଲୋକଙ୍କ ଠାରୁ ଦୂରରେ ରହନ୍ତୁ।
ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ବ୍ୟବସାୟରେ ଭଲ ଲାଭ ହେବ।
ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ଭୁଲ୍ ହୋଇପାରେ। Advertisment ବୃଷ: କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ନିର୍ମାଣ ହେବ।
ଆପଣଙ୍କ ଆର୍ଥିକ ସ୍ଥିତିରେ ମଜଭୁତ ଆସିବ।
ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ହାସଲ ହେବ। ମିଥୁନ: ବେପାରରେ ନିବେଶ ପାଇଁ ଭଲ ଦିନଟିଏ।
ସପ୍ଟଓୟାର ଇଂଜିନିୟର ନିଜର ଲକ୍ଷ୍ୟ ପୂରା କରିନେବେ।
ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ଶିକ୍ଷାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।
କର୍କଟ: ଅଫିସରେ ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର।
ଗରିବ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ।
ବ୍ୟବସାୟରେ ବଡ଼ ଡିଲ୍ ହୋଇପାରେ।
ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।
ସିଂହ: ଜୀବନସାଥୀଠାରୁ କୌଣସି ଉପହାର ପାଇବେ।
ପରିବାରରେ ସୁଖ ଶାନ୍ତିର ବାତାବରଣ ନିର୍ମାଣ ହେବ।
ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।
କନ୍ୟା: ଅଫିସରେ ଆପଣଙ୍କ କାମ ବଦଳିପାରେ।
କୌଣସି ଜିନିଷକୁ ନେଇ ବହୁତ ଉତ୍ସାହିତ ରହିବେ।
ରାଜନୀତିରେ ଆପଣଙ୍କର ମାନସମ୍ମାନ ବଢ଼ିବ।
ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।
ଆହୁରି ପଢ଼ନ୍ତୁ- UP Polls: ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚର୍ଚ୍ଚାରେ ଭାରତୀୟ ଜନତା ପାର୍ଟିର 'ନଗଦ ଅର୍ଥ ହସ୍ତାନ୍ତର ଯୋଜନା' ତୁଳା: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କର ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ।
ଆପଣଙ୍କର ଭାଇ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି।
ବ୍ୟବସାୟ ଭଲଭାବେ ଆଗକୁ ବଢ଼ିବ।
ଅଫିସରେ ପଦୋନ୍ନତି ହେବାର ସୁଯୋଗ ଅଛି।
ବିଛା: ମିଡିଆ କ୍ଷେତ୍ରରେ ଥିବା ଲୋକ ଭଲଖବର ପାଇବେ।
ଚାକିରି ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି।
ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲ୍ ଯିବାର ଯୋଜନା କରିବେ।
ଧନୁ: ଆପଣଙ୍କ ଭାଇ ଆପଣଙ୍କର କୌଣସି କାମରେ ସାହାଯ୍ୟ କରିବେ।
ନୂତନ ଚିନ୍ତାଧାରରେ ବ୍ୟବସାୟ ଆଗକୁ ବଢ଼ାଇପାରନ୍ତି।
ଶତ୍ରୁ ଦବି ରହିବେ।
ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ।
ମକର: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ବଡ଼ଙ୍କ ଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ।
ଅଫିସରେ ଅଧୁରା କାର୍ଯ୍ୟ ପୂରା ହେବ।
ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ।
କୁମ୍ଭ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ।
ଶିକ୍ଷକଙ୍କର ଦରମା ବୃଦ୍ଧି ହେବ।
ରାଜନୀତିକ ଲୋକ କୌଣସି ସମାରୋହରେ ନିଜର କଥା ରଖିବେ।
ଅଚାନକ ଧନଲାଭର ସମ୍ଭାବନା।
ମୀନ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ଭଲ ପଦ ମିଳିବ।
ଜୀବନସାଥୀ ସହିତ ବାହାରକୁ ବୁଲିଯିବେ।
ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
