Horoscope 2026 November 24: ଜାଣନ୍ତୁ ଆଜିର ରାଶିଫଳ...
ମେଷ: ମନରେ ନୂଆ ନୂଆ ବିଚାର ଆସିବ।
ସରକାରୀ କାମ ପୂରା ହେବ।
ବିଲଡର୍ସଙ୍କୁ କୌଣସି ଠିକାରେ ଯଥେଷ୍ଟ ଲାଭ ହେବ।
ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବିଦ୍ୟାର୍ଥୀ ଙ୍କୁ ସଫଳତା ମିଳିପାରେ। Advertisment ବୃଷ: ପୁରୁଣା ଚିନ୍ତା ସମାପ୍ତ ହେବ।
ଚାକିରିରେ ମନଲାଖି ପରିବର୍ତ୍ତନ ହେବ।
ଭ୍ରମଣ ସୁଖଦ ରହିବ।
ପତ୍ନୀଙ୍କ ସହ ବ୍ୟବହାରରେ କୋମଳ ରଖନ୍ତୁ।
ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ପରିବାରରେ ଶାନ୍ତିର ବାତାବରଣ ରହିବ।
ବଜାରରେ କିଛି ସାମଗ୍ରୀ କିଣିପାରନ୍ତି।
କୌଣସି ଭଲ କାମ କରିବେ।
କୋର୍ଟକଚେରି ମାମଲାରେ ଜୟଲାଭ କରିବେ।
ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ନିଜର ଭ୍ରାନ୍ତଧାରଣା ଦୂର କରିବେ।
ଜମି ବ୍ୟବସାୟୀଙ୍କୁ ଭଲ ଲାଭ ହେବ।
ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ।
ବୈବାହିକ ଜୀବନ ଖୁସିଭରା ରହିବ।
ସିଂହ: ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ।
ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।
ମହିଳା ଶିଳ୍ପୋଦ୍ୟୋଗୀ ଙ୍କ ଲାଗି ଦିନଟି ଭଲ।
ନବବିବାହିତ ବାହାରକୁ ବୁଲି ଯିବେ।
ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
କନ୍ୟା: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।
ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ।
ପାରିବାରିକ ବାତାବରଣ ସକାରାତ୍ମକ ରହିବ।
ଜୀବନସାଥୀଙ୍କ ଲାଗି ତାଙ୍କ ମନ ପସନ୍ଦର ବସ୍ତ୍ର କିଣିପାରନ୍ତି।
ଆହୁରି ପଢ଼ନ୍ତୁ- Sushant Kumar Nath: ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ: କ୍ୟାପିଟାଲ୍ ଥାନାରେ ନିଜର ବୟାନ୍ ରେକର୍ଡ କଲେ ପୂର୍ବତନ ଜେଲର୍ ତୁଳା: କିଛି ନୂଆ କରିବା ଲାଗି ବିଚାର କରିବେ।
ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।
ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ବିଛା: ଭାଗ୍ୟର ଦ୍ବାର ଖୋଲିବ।
ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟବସାୟର ଯଥେଷ୍ଟ ଲାଭ ହେବ।
ରାଜନୀତିକ କାର୍ଯ୍ୟରେ ରୁଚି ନେବେ।
ଯୋଗ ଅଭ୍ୟାସ କରାଉଥିବା ମହିଳାଙ୍କୁ ଗ୍ରାହକଙ୍କଠାରୁ ଯଥେଷ୍ଟ ଲାଭ ହେବ।
ଧନୁ: କୌଣସି ଶୁଭ ସୂଚନା ପାଇବେ।
ଅଧୁରା ଯୋଜନା ସଂପୂର୍ଣ୍ଣ କରିବା ଲାଗି ଉତ୍ତମ ସମୟ।
ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ।
କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।
ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।
ମକର: ମାନସିକ ରୂପେ ସୁସ୍ଥ ରହିବେ।
ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।
କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ।
ରାଜନୀତି ରେ ଆର୍ଥିକ ଲାଭ ହେବ।
ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ।
ଲାଗି ରହିଥିବା ସମସ୍ୟା କମ୍ ହେବ।
ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ।
ଜୀବନସାଥୀ ପାଇଁ କିଛି ବିଶେଷ କରିବେ।
ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ଆପଣ ସବୁ ଚିନ୍ତା ରୁ ମୁକ୍ତ ରହିବେ।
କାମରେ ବାପାମାଆଙ୍କ ସାହାଯ୍ୟ ପାଇବେ।
ଅଫିସରେ ନୂଆ ପଦ ମିଳିପାରେ।
ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
