Horoscope 2026 November 13: ଜାଣନ୍ତୁ ଆଜିର ରାଶିଫଳ...

Nov 13, 2026 - 00:16
Horoscope 2026 November 13: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ ଲାଭ ହେବ।

ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

ଛାତ୍ରଛାତ୍ରୀ ପରିଶ୍ରମ ର ସଫଳତା ପାଇବେ।

Advertisment ବୃଷ: ଆପଣଙ୍କ ଜୀବନଜୀବିକା ପାଇଁ ଭଲ ଦିନଟିଏ।

ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ।

ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ।

ଜମି ସମ୍ବନ୍ଧୀୟ କୌଣସି କାମ ସମାଧାନ ହେବ। ‌‌ ‌ ‌ ମିଥୁନ: କ୍ୟାରିୟର ରେ ସଫଳତା ପାଇବେ।

ଘରକୁ କୌଣସି ବନ୍ଧୁର ଆଗମନ ହେବ।

ଛାତ୍ରଛାତ୍ରୀ ନିଜ ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ।

ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ‌ ‌ କର୍କଟ: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ।

ଆମଦାନିର ନୂଆ ଉତ୍ସ ପାଇବେ।

ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ।

କୌଣସି ଖବର ପାଇ ଖୁସିରେ ଆତ୍ମହରା ହେବେ।

ବୈବାହିକ ଜୀବନ ସୁଖକର ହେବ।

ସିଂହ: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ।

କୌଣସି ବଡ଼ ଉଦ୍ୟୋଗ ସହ ଡିଲ୍ ପକ୍କା ହେବ।

ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।

କନ୍ୟା: ଦୀର୍ଘଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ।

ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ।

ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ।

ଆହୁରି ପଢ଼ନ୍ତୁ- Tribal freedom fighters: କଂଗ୍ରେସ ଓ ବିଜେଡି ଆଦିବାସୀ ସ୍ବାଧିନତା ସଂଗ୍ରାମୀଙ୍କୁ ପରିଚୟ ଦେଇନାହାନ୍ତି: କାଳୀରାମ ମାଝି ତୁଳା: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ।

ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ।

ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ।

ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋ‌ଯୋଗ ଦିଅନ୍ତୁ।

ବିଛା: ଜୀବନସାଥୀ ଠାରୁ ଖୁସିଖବର ଶୁଣିବେ।

କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ।

ଜମିରେ ନିବେଶ ଲାଗି ଦିନଟି ଭଲ।

ଘରକୁ କୌଣସି ବନ୍ଧୁ ଆସିବେ।

ଧନୁ: କୌଣସି ଜ୍ଞାନ କଥା ଶୁଣିବାକୁ ପାଇବେ।

ନୂଆ କାମରେ ଆଗ୍ରହ ବଢ଼ିବ।

ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ।

ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।

ସ୍ବାସ୍ଥ୍ୟ ଠିକ୍ ରହିବ।

ମକର: ନବବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ।

ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଉଦ୍ୟୋଗରେ ଚାକିରିର ଡାକରା ଆସିବ।

ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

କୁମ୍ଭ: ସାମାଜିକ ଉତ୍ସବରେ ସହଭାଗୀତା କରିବେ।

ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ।

ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ।

ଅଫିସରେ ଆପଣ ସାବଧାନ ରହନ୍ତୁ।

ମୀନ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ।

ବେପାରରେ ଉନ୍ନତି ହେବ।

ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ।

ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। ‌ ‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)