Horoscope 2026 November 05: ଜାଣନ୍ତୁ ଆଜିର ରାଶିଫଳ...

Nov 05, 2026 - 00:04
Horoscope 2026 November 05: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ରେ କାମ କରିବାକୁ କହିବେ।

ବ୍ୟବସାୟ ଭଲ ଚାଲିବ।

ଶତ୍ରୁଙ୍କୁ ପରାସ୍ତ କରିବେ।

ଡିପ୍ଲୋମା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ‌ Advertisment ବୃଷ: ବ୍ୟବସାୟରେ ଭଲ ଲାଭ ହେବ।

କୌଣସି ଜରୁରୀ ଅଧିବେଶନରେ ସାମିଲ ହେବେ।

ଅସହାୟଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ।

ପାରିବାରିକ ଜୀବନ ସୁଖକର ହେବ। ‌ ‌ ମିଥୁନ: ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିରେ ବ୍ୟସ୍ତ ରହିବେ।

ବେପାରରେ ଆଗକୁ ବଢ଼ିବା ପାଇଁ କିଛି ଏଭଳି ଯୋଜନା ପ୍ରସ୍ତୁତ କରିବେ ଯାହାଦ୍ବାରା ଲାଭ ହି ଲାଭ ହେବ।

ଛାତ୍ର କୌଣସି ବିଷୟ ଶାନ୍ତିରେ ବିଚାର କରିବେ। ‌ କର୍କଟ: ବ୍ୟାଙ୍କରେ କାମ କରୁଥିବା ଲୋକ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର କାମ ପୂରା କରିଦେବେ।

ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ।

ବନ୍ଧୁ ସହିତ ଫୋନରେ କଥା ହୋଇ ସମୟ ବିତାଇବେ।‌ ‌ ‌ ସିଂହ: ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ପାରନ୍ତି।

ଖେଳକୁଦ କ୍ଷେତ୍ରରେ ବିଦ୍ୟାର୍ଥୀ ଭଲ ମଉକା ପାଇବେ।

ଦୀର୍ଘ ସମୟ ସୁସ୍ଥ ରହିବା ଲାଗି ଉଚିତ ଖାଦ୍ୟ ଭୋଜନ କରନ୍ତୁ। ‌‌ ‌ କନ୍ୟା: ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦିନଟିଏ।

ପ୍ରତିଟି ଛୋଟ କଥା ଉପରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ହେବ।

ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ।

ଡାକ୍ତରୀ ଛାତ୍ରୀଙ୍କ ଲାଗି ଦିନଟି ଭଲ।

ଆହୁରି ପଢ଼ନ୍ତୁ- Crude oil: ଭାରତର ତେଲ ଆମଦାନୀରେ ନୂତନ ରେକର୍ଡ: ଦିନକୁ ଆସୁଛି ୫.୬ ମିଲିୟନ୍ ବ୍ୟାରେଲ ଅଶୋଧିତ ତୈଳ, ଜାଣନ୍ତୁ ସବୁଠୁ ବଡ଼ ଯୋଗାଣକାରୀ କିଏ?

ତୁଳା: ଦୀର୍ଘଦିନରୁ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ।

ଧାରରୁ ମୁକ୍ତି ପାଇବେ, ଆପଣଙ୍କ ଚିନ୍ତା ଶେଷ ହେବ।

ସାମାଜିକ କାର୍ଯ୍ୟରେ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ‌ ବିଛା: ଏକାଗ୍ର ମ‌ନରେ କରିଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ।

କମ୍ ରୁ କମ୍ ସମୟ ଭିତରେ କାମ ସାରିବାକୁ ଚେଷ୍ଟା କରନ୍ତୁ।

ନୂଆ ହାଉସିଙ୍ଗ ପ୍ରୋଜେକ୍ଟ ଲଞ୍ଚ କରିପାରନ୍ତି।‌ ଧନୁ: ନୂଆ କୌଶଳ ଶିଖିବାକୁ ବିଚାର କରିପାରନ୍ତି।

ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।

ଘରଲୋକଙ୍କ ସହିତ ସି‌ନେମା ଦେଖିବାକୁ ଯୋଜନା କରି ପାରନ୍ତି।

ଜୀବନସାଥୀ ଠାରୁ ଉପହାର ପାଇବେ।

ମକର: ଅଫିସରେ କାର୍ଯ୍ୟଭାର ବଢ଼ିପାରେ।

ଟଙ୍କାପଇସା ମାମଲାରେ ଅଣଦେଖା କରନ୍ତୁ ନାହିଁ।

କୌଣସି ପାଖଲୋକଙ୍କ ଠାରୁ ଲାଭକାରୀ ପରାମର୍ଶ ପାଇବେ।

ଶିକ୍ଷାର୍ଥୀ ଙ୍କ ଲାଗି ଦିନଟି ସାମାନ୍ୟ ରହିବ।

କୁମ୍ଭ: ପ୍ରତିଟି ଅଶାନ୍ତିର ସମାଧାନ ଆଖି ପିଛୁଳାକେ ବାହାରି ଯିବ।

ଆପଣଙ୍କ କାମ ସରଳ ଉପାୟରେ ହେବାକୁ ରହିବ।

ସମାଜରେ ନାମ ଉଚ୍ଚା ହେବ।

ପାଖ ଲୋକଙ୍କ ଠାରୁ ଉପହାର ପାଇବେ।

ମୀନ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।

ଘରଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

କାର୍ଯ୍ୟରେ ରାଜନୀତିକ ସମ୍ବନ୍ଧରୁ ଫାଇଦା ହେବ।

ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)