Horoscope 2026 June 30: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: କିଛି ନୂଆ ଲୋକଙ୍କ ସହ ଯୋଡ଼ିବାର ମଉକା ପାଇବେ।
ଅଫିସ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।
ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ବ୍ୟସ୍ତ ରହିବେ। Advertisment ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ।
ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।
ଆପଣ କାହାରି ସହିତ କଥା ହେବାବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ମିଥୁନ: ଆପଣଙ୍କ ଜୀବନଜୀବିକା ଲାଗି ଭଲ ଦିନଟିଏ।
ଅନ୍ଲାଇନ୍ ବ୍ୟବସାୟୀଙ୍କୁ ନୂଆସ୍ତରରେ ସଫଳତା ମିଳିବ।
ଜୀବନସାଥୀଙ୍କୁ କ୍ୟାରିୟରରେ ବଡ଼ ଉପଲବ୍ଧି ମିଳିବ।
ପ୍ରେମ ରୋମାନ୍ସ ପାଇଁ ଦିନଟି ଭଲ। କର୍କଟ: ଭାଗୀଦାରି କାରବାରରେ ଲାଭ ପାଇବେ।
ଚାକିରିଜୀବୀଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି।
ଆପଣ ନିଜ ପଦର ଗାରିମା ବଜାୟ ରଖନ୍ତୁ।
ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।
ସିଂହ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାର ମଉକା ଆସିବ।
ଏହି ମଉକା କଦାପି ହରାନ୍ତୁ ନାହିଁ।
ଆପଣ ନିଜ କାମର ଦାୟିତ୍ବ ନିଜେ ବହନ କରନ୍ତୁ।
ଘର ଲୋକଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ।
କନ୍ୟା: ଆପଣଙ୍କ ଭିତରେ ନେତୃତ୍ବ କରିବାର କ୍ଷମତା ଆସିବ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।
ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ହେବେ।
ଘରେ ପୂଜାପାଠର ଆୟୋଜନ କରିବେ।
ଆହୁରି ପଢ଼ନ୍ତୁ- Debasnana Purnima: ପ୍ରାକୃତିକ ଦ୍ରବ୍ୟରେ କେନ୍ଦୁଝରରେ ଅନୁଷ୍ଠିତ ହେଲା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ତୁଳା: ଦିନଟି ଆପଣଙ୍କ ଲାଗି ଖାସ୍ ରହିବ।
ବ୍ୟବସାୟ ବିଷୟରେ ଜୀବନସାଥୀର ପରାମର୍ଶ ନେବେ।
ଆପଣଙ୍କର କିଛି କାମ ପାଇଁ ପରିବାର ଲୋକ ପ୍ରଶଂସା କରିବେ।
ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ବିଛା: ଆପଣଙ୍କର ଲକ୍ଷ୍ୟପ୍ରାପ୍ତି ପାଇଁ ଦୃଢ଼ ସଂକଳ୍ପ ବଜାୟ ରହିବ।
ଜୀବନସାଥୀ ଆପଣଙ୍କ ଉପରେ ପ୍ରଭାବିତ ହେବେ।
ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ସଂପୂର୍ଣ୍ଣରୂପେ ସତର୍କ ରହିବେ।
ପାରିବାରିକ ସୁଖ ବୃଦ୍ଧି ହେବ।
ଧନୁ: ଆପଣଙ୍କର ସବୁ କାମ ସଫଳ ହେବ।
ବାପାମାଆ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ।
ଆପଣ ନିଜ ଶକ୍ତିରେ ନିର୍ବଳର ଶକ୍ତି ଭରି ଦେବେ।
ସିଭିଲ୍ ଇଂଜିନିୟର ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: ଘର ଓ ଅଫିସରେ ତାଳମେଳ ବଜାୟ ରଖିବାରେ ସକ୍ଷମ ହେବେ।
ପରିବାରରେ ଖୁସିର ପରିବେଶ ରହିବ।
ଛାତ୍ରଛାତ୍ରୀ ଆଗକୁ ବଢ଼ିବା ପାଇଁ କୌଣସି ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା ଲାଗି ଭାବିବେ।
କୁମ୍ଭ: ଘରେ ଅଧିକ ବୟସର ଲୋକଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ।
ଘରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ମନ ବନାଇବେ।
କିଛି ଲୋକ ଆପଣଙ୍କଠାରୁ ଫାଇଦା ନେବାକୁ ଚାହିବେ। ମୀନ: ଆପଣଙ୍କ କାର୍ଯ୍ୟରେ ସଫଳତା ଲାଗି ଧର୍ମକାର୍ଯ୍ୟରେ ସହଯୋଗ ଦିଅନ୍ତୁ।
ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ।
ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଲାଗି ଅଧିକ ପରିଶ୍ରମ କରିବା ଦରକାର।"