Horoscope 2026 July 24: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଜୀବନସାଥୀର ଭାବନାକୁ ବୁଝିବେ।
ବଡ଼ ଲୋକଙ୍କ ସହିତ ସାକ୍ଷାତ ଯୋଗ ଅଛି।
ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ।
ବ୍ୟବସାୟରେ ଲାଭ ପାଇବେ।
ସନ୍ତାନ ଉନ୍ନତିରେ ଖୁସି ପାଇବେ।
Advertisment ବୃଷ: ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ।
ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ।
ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ। ମିଥୁନ: ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି।
ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି।
ଦାମ୍ପତ୍ୟ ଜୀବନ ସୁଖଦ ରହିବ।
କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। କର୍କଟ: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ ଅନ୍ୟମାନଙ୍କ କଥା ବୁଝିବା ପାଇଁ ମନ ବନାଇ ଚାଳନ୍ତୁ।
ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି।
ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।
ସିଂହ: ବ୍ୟବସାୟରେ ଲାଭ ହୋଇପାରେ।
କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ।
ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।
ପରିବାର ଲୋକଙ୍କ ସହ ମହତ୍ବପୂର୍ଣ୍ଣ ବିଷୟରେ କଥାବାର୍ତ୍ତା କରିବେ।
କନ୍ୟା: ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ।
କୌଣସି କାମ ପୂରା ହେବା ଯୋଗୁଁ ଆପଣଙ୍କୁ ଖୁସି ହେବ।
ଭାବିଥିବା କାମର ଗତି ମଜଭୁତ ହେବ।
ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।
ଆହୁରି ପଢ଼ନ୍ତୁ- 2026 Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଉଦ୍ଘାଟନୀ ପୂର୍ବରୁ ଭାରତର ଗୋଟିଏ ପଦକ ପକ୍କା ତୁଳା: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ।
ସଫ୍ଟୱେର ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ ରହିବ।
ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ।
ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।
ବିଛା: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ।
ଅନ୍ୟମାନଙ୍କ ଭାବନାକୁ ନେଇ ସଂବେଦନଶୀଳ ରହିବେ।
ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି।
ବେପାରରେ ଲାଭ ହେବ।
ଧନୁ: କୌଣସି ବନ୍ଧୁ ସହିତ ସାକ୍ଷାତ ପାଇଁ ତାଙ୍କ ଘରକୁ ଯାଇପାରନ୍ତି।
ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗଦର୍ଶନ ମିଳିବ।
ନୂଆ ଲୋକଙ୍କ ସହିତ ସଂପର୍କ ଆସିବାକୁ ଚେଷ୍ଟା କରିବେ।
ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମକର: ପିତାମାତାଙ୍କ ସହଯୋଗରେ କାମ ପୂରା ହେବ।
ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ।
ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ।
ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ନବବିବାହିତ ବାହାରକୁ ବୁଲି ଯିବେ।
କୁମ୍ଭ: ଆପଣଙ୍କ ସାକ୍ଷାତ ବାଲ୍ୟବନ୍ଧୁ ସହିତ ହେବ।
ଆପଣଙ୍କ ବାଲ୍ୟ ଜୀବନର ସ୍ମୃତି ତାଜା ହୋଇଯିବ।
କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ବେପାରରେ ଉନ୍ନତି ହେବ।
ମୀନ: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।
ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ।
ପ୍ରତିଟି ମାମଲାରେ ସକାରାତ୍ମକ ରଖନ୍ତୁ।
ପ୍ରେମୀଯୁଗଳ ବାହାରକୁ ବୁଲି ଯାଇପାରନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।