Horoscope 2026 July 24: ଜାଣନ୍ତୁ ଆଜିର ରାଶିଫଳ...

Jul 24, 2026 - 00:09
Horoscope 2026 July 24: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଜୀବନସାଥୀର ଭାବନାକୁ ବୁଝିବେ।

ବଡ଼ ଲୋକଙ୍କ ସହିତ ସାକ୍ଷାତ ଯୋଗ ଅଛି।

ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ।

ବ୍ୟବସାୟରେ ଲାଭ ପାଇବେ।

ସନ୍ତାନ ଉନ୍ନତିରେ ଖୁସି ପାଇବେ।

Advertisment ବୃଷ: ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ।

ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ।

ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।‌  ମିଥୁନ: ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି।

ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି।

ଦାମ୍ପତ୍ୟ ଜୀବନ ସୁଖଦ ରହିବ।

କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। ‌  କର୍କଟ: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ ଅନ୍ୟମାନଙ୍କ କଥା ବୁଝିବା ପାଇଁ ମନ ବନାଇ ଚାଳନ୍ତୁ।

ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି।

ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।

ସିଂହ: ବ୍ୟବସାୟରେ ଲାଭ ହୋଇପାରେ।

କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ।

ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।

ପରିବାର ଲୋକଙ୍କ ସହ ମହତ୍ବପୂର୍ଣ୍ଣ ବିଷୟରେ କଥାବାର୍ତ୍ତା କରିବେ।

କନ୍ୟା: ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ।

କୌଣସି କାମ ପୂରା ହେବା ଯୋଗୁଁ ଆପଣଙ୍କୁ ଖୁସି ହେବ।

ଭାବିଥିବା କାମର ଗତି ମଜଭୁତ ହେବ।

ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।

ଆହୁରି ପଢ଼ନ୍ତୁ- 2026 Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଉଦ୍‌ଘାଟନୀ ପୂର୍ବରୁ ଭାରତର ଗୋଟିଏ ପଦକ ପକ୍କା ତୁଳା: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ।

ସଫ୍ଟୱେର ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ ରହିବ।

ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ।

ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ବିଛା: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ।

ଅନ୍ୟମାନଙ୍କ ଭାବନାକୁ ନେଇ ସଂବେଦନଶୀଳ ରହିବେ।

ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି।

ବେପାରରେ ଲାଭ ହେବ।

ଧନୁ: କୌଣସି ବନ୍ଧୁ ସହିତ ସାକ୍ଷାତ ପାଇଁ ତାଙ୍କ ଘରକୁ ଯାଇପାରନ୍ତି।

ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗଦର୍ଶନ ମିଳିବ।

ନୂଆ ଲୋକଙ୍କ ସହିତ ସଂପର୍କ ଆସିବାକୁ ଚେଷ୍ଟା କରିବେ।

ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମକର: ପିତାମାତାଙ୍କ ସହଯୋଗରେ କାମ ପୂରା ହେବ।

ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ।

ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ନବବିବାହିତ ବାହାରକୁ ବୁଲି ଯିବେ।

କୁମ୍ଭ: ଆପଣଙ୍କ ସାକ୍ଷାତ ବାଲ୍ୟବନ୍ଧୁ ସହିତ ହେବ।

ଆପଣଙ୍କ ବାଲ୍ୟ ଜୀବନର ସ୍ମୃତି ତାଜା ହୋଇଯିବ।

କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ‌ବେପାରରେ ଉନ୍ନତି ହେବ।

ମୀନ: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।

ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ।

ପ୍ରତିଟି ମାମଲାରେ ସକାରାତ୍ମକ ରଖନ୍ତୁ।

ପ୍ରେମୀଯୁଗଳ ବାହାରକୁ ବୁଲି ଯାଇପାରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।