Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...

Jul 23, 2026 - 00:11
Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।

କିଛି ବିଶେଷ ଲୋକଙ୍କ ସହିତ ସାକ୍ଷାତ ହେବ।

ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ।

ଅନୁଭବୀଙ୍କ ମାର୍ଗଦର୍ଶନରେ ଜମିର କାମ ପୂରା ହୋଇଯିବ।

Advertisment ବୃଷ: ସାରାଦିନ ବ୍ୟସ୍ତତାରେ ରହିବେ।

କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସମ୍ବନ୍ଧରେ ଯୋଜନା ବନାଇବେ।

ଶୁଭଚିନ୍ତକଙ୍କର ମତକୁ ଅଣଦେଖା କରନ୍ତୁ ନାହିଁ।

ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ: କୌଣସି ନୂଆ ନିବେଶ ସଂପର୍କରେ ଯୋଜନା କରନ୍ତୁ।

ମାତା ପିତାଙ୍କ ଆଶୀର୍ବାଦରେ ଆପଣଙ୍କୁ କାମରେ ସଫଳତା ମିଳିବ।

ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଲୋକ ଆହୁରି ପରିଶ୍ରମ କରନ୍ତୁ।

କର୍କଟ: ରାଜନୀତି କରୁଥିବା ଲୋକଙ୍କର ସମାଜରେ ଦବଦବା ରହିବ।

ଅଟକିଥିବା ଟଙ୍କାପଇସା ପାଇବେ।

ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ।

ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ସମୟ ଆପଣଙ୍କ ପକ୍ଷରେ ଅଛି କାମ ସହଜରେ ହେବ।

ପରିବାର ଓ ଅର୍ଥ ସମ୍ବନ୍ଧରେ ଫଇସଲା ଭଲ ହେବ।

ଘରେ ସୁଖଶାନ୍ତିର ପରିବେଶ ରହିବ।

ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ।

କନ୍ୟା: ଅଫିସ କାମରେ ଦୂରସ୍ଥାନକୁ ଯିବା ପାଇଁ ସମୟ ଅନୁକୂଳ।

ପାରିବାରିକ ଲୋକଙ୍କ ମଧ୍ୟରେ ପ୍ରେମ ଓ ସାମଞ୍ଜସ୍ୟର ଭାବନା ବଜାୟ ରହିବ।

ଆପଣ କୌଣସି ସାକ୍ଷାତ୍‌କାରରେ ଚୟନ ହୋଇଯିବେ।

ଆହୁରି ପଢ଼ନ୍ତୁ- Japan temperatures: ଜାପାନରେ ରେକର୍ଡ ଭାଙ୍ଗିଲା ତାତି: ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଟପିଲା ତୁଳା: ତରବରିଆ ଓ ଭାବୁକତାରେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ।

ଶିକ୍ଷକଙ୍କର ପରିଶ୍ରମ ଓ ଏକାଗ୍ରତାକୁ ଦେଖି ଲୋକଙ୍କ ହୃଦୟରେ ସମ୍ମାନ ବଢ଼ିବ।

ବ୍ୟବସାୟ କରୁଥିବା ମହିଳାମାନେ ନିଜର କାମ ସୁଚାରୁରୂପେ କରିବେ।

ବିଛା: କୌଣସି ବି ନକାରାତ୍ମକ ସ୍ଥିତିରେ ଭୟଭୀତ ହେବା ବଦଳରେ ତା"ର ସମାଧାନ ଖୋଜନ୍ତୁ ଜଲଦି ମିଳିଯିବ।

ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ନୂଆ ଅବସର ପାଇବେ।

ମହିଳାମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ଧନୁ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ବଜାୟ ରହିବ।

ଘର ଜିନିଷ କିଣିବା ପାଇଁ ବଜାରକୁ ଯାଇପାରନ୍ତି।

ପ୍ରେମିକାଙ୍କୁ ଦେଖା କରିବା ପାଇଁ ଅବସର ପାଇବେ।

ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।

ମକର: ଆପଣଙ୍କୁ ଆୟର ଉତ୍ସ ମିଳିବ।

କଠିନ ପରିସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସହିତ ରହିବେ।

କୌଣସି ଅଧୁରା କାମ ପୂରା କରିବାରେ ସଫଳତା ପାଇବେ।

ମହିଳାମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

କୁମ୍ଭ: କୌଣସି ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ।

ସକାରାତ୍ମକ ଭାବନା ଆପଣଙ୍କ ଜୀବନଯାପନରେ ଯୋଗଦାନ ଦେବ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

ସ୍ବାସ୍ଥ୍ୟରେ ସୁଧାର ହେବ।

ମୀନ: ପାରିବାରିକ ଲୋକଙ୍କ ସହିତ ସହମତ ହେବା ଯୋଗୁଁ ଆରାମରେ ନିଶ୍ବାସ ନେବେ।

କୌଣସି ଯୋଜନାର ଉଚିତ ରୂପରେଖ ବନାନ୍ତୁ ତାପରେ କାମ କରନ୍ତୁ।

ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।