Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...

Aug 27, 2026 - 00:11
Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ।

ଆର୍ଥିକ ସ୍ଥିତି ଭଲ ରହିବ।

ଜୀବନସାଥୀ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ଅନ୍‌ଲାଇନ୍‌ରେ କାମ ଆରମ୍ଭ କରିପାରନ୍ତି। ‌Advertisment ବୃଷ: ଆତ୍ମବିଶ୍ବାସ ବଢ଼ିବ।

ବନ୍ଧୁ ସାହାଯ୍ୟ କରିବେ।

ଅନେକ ସାଧନରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

କୋର୍ଟକଚେରି ମାମଲାରେ ସଫଳତା ପାଇବେ।

ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ‌ ମିଥୁନ: ଚାକିରି ବଦଳାଇବା ପାଇଁ ପ୍ରୟାସ କରିବେ।

ଏଥିରେ ସଫଳତା ମଳିବାର ସମ୍ଭାବନା।

ବେପାରରେ ଉନ୍ନତି ହେବା ଯୋଗୁଁ ମନ ପ୍ରସନ୍ନ ରହିବ।

ଜୀବନସାଥୀ ସହଯୋଗରେ ଘରର ଦାୟିତ୍ବ ପୂରା କରିବେ। ‌ କର୍କଟ: ନିଜ ପ୍ରୟାସରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ।

ସନ୍ତାନ କୌଣସି ବଡ଼ ଶିକ୍ଷା ସଂସ୍ଥାରେ ନାମ ଲେଖାର ଖବର ପାଇବେ।

ବନ୍ଧୁ ସହିତ ସମୟ ଅତିବାହିତ କରିବେ। ‌ ସିଂହ: କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ।

ନିଜ ପ୍ରୟାସରେ କାର୍ଯ୍ୟରେ ସଫଳତା ପାଇବେ।

ଅଚାନକ ଧନଲାଭର ଉତ୍ସ ପାଇବେ।

ଅଫିସର କାମର କାରଣ ବ୍ୟସ୍ତ ରହିବେ। ‌ କନ୍ୟା: ଦିନଟି ମଙ୍ଗଳମୟ ରହିବ।

କାର୍ଯ୍ୟକ୍ଷେତ୍ରରେ ବିରୋଧୀ କିଛି ସମସ୍ୟା ଛିଡ଼ା କରାଇବେ।

ଆପଣଙ୍କ ଏକାଗ୍ରତା ଆପଣଙ୍କୁ ସଫଳତା ଆଣିଦେବ।

ସ୍ବଭାବରେ ଟିକେ ବିନମ୍ରତା ଆଣନ୍ତୁ।

ଆହୁରି ପଢ଼ନ୍ତୁ- West Bengal SIR: ପୁଣି ଥରେ ହେବ କି ପଶ୍ଚିମବଙ୍ଗ ନିର୍ବାଚନ?: ଏସଆଇଆରରୁ ବାଦ୍ ଦିଆଯାଇଥିବା ୯୦% ନାମ ବୈଧ ତୁଳା: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ।

ଦାମ୍ପତ୍ୟ ଜୀବନ ଭଲ ରହିବ।

ବନ୍ଧୁମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ।

କିଛି ଲୋକ ଭାଗୀଦାରିରେ ବେପାର କରିବେ।

ବିଛା: ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ଶତ୍ରୁପକ୍ଷ ଆପଣଙ୍କୁ ଅଶାନ୍ତି କରିବା ପାଇଁ ବିଫଳ ପ୍ରୟାସ କରିବେ।

ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।

ଧନୁ: ନିଜ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ।

ସାମାଜିକ ଉତ୍ସବରେ ଅଂଶଗ୍ରହଣ କରିପାରନ୍ତି।

ସମାଜରେ ମାନସମ୍ମାନ ପ୍ରାପ୍ତି ହେବ।

ପାରିବାରିକ ଜୀବନରେ ଖୁସି ଆସିବ।

ମକର: କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାରେ ମଉକା ପାଇବେ।

ଅଫିସରେ କାମ ବଢ଼ିପାରେ।

ବିବାଦ ଠାରୁ ଦୂରରେ ରହନ୍ତୁ।

ସନ୍ତାନକୁ ନେଇ ଚିନ୍ତା ଦୂର ହେବ।

ଜମି କିଣିବାରେ ସଫଳ ହେବେ।

କୁମ୍ଭ: ଦିନଚର୍ଯ୍ୟ‌ା ପରିବର୍ତ୍ତନ କରିବେ।

ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ।

ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବେ।

ବ୍ୟବସାୟୀ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ।

ମୀନ: ଚାକିରିରେ ପଦୋନ୍ନତିର ପ୍ରତୀକ୍ଷା ସମାପ୍ତ ହେବ।

ଘରେ ସୁଖ ସୁବିଧା ବୃଦ୍ଧି ହେବ।

ଖୁସି ଖବର ପାଇବେ।

ଆର୍ଥିକ ଲାଭର ସ୍ଥିତି ସୃଷ୍ଟି ହେବ।

ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)