Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...

Aug 25, 2026 - 00:13
Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣିବେ।

ମନ ଚାହୁଥିବା କାମରେ ସଫଳତା ପାଇବେ।

ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ‌Advertisment ବୃଷ: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲଗାନ୍ତୁ।

କାମରେ ସକାରାତ୍ମକ ଫଳ ପାଇବେ। ‌ସୋସିଆଲ୍ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ।

ପାରିବାରିକ ସୁଖ ବୃଦ୍ଧି ହେବ।

ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ‌ ମିଥୁନ: ନୂଆ କାମ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ।

ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ।

ପ୍ରେମ ଜୀବନ ଭଲ ରହିବ।

ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ କର୍କଟ: ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ଧାର ଦେଇଥିବା ପଇସା ପାଇବେ।

ରାଜନୀତିରେ ସଫଳତା ପାଇବେ।

ଦାମ୍ପତ୍ୟ ଜୀବନରେ ଖୁସି ରହିବ।

ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସିଂହ: କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ।

ଅନ୍ୟମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ।

ଆର୍ଥିକ ବିଷୟରେ ଆପଣଙ୍କୁ ଲାଭ ହେବ।

ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ‌‌ କନ୍ୟା: ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ।

ଓକିଲ କୌଣସି ପୁରୁଣା ମକଦ୍ଦମା ଉପରେ ମନ ନିବେଶ କରିବେ।

ନୂଆ ଲୋକଙ୍କ ସଂପର୍କରୁ ଲାଭ ପାଇବେ।

ପ୍ରେମ ଜୀବନ ମଧୁର ହେବ। ‌ ଆହୁରି ପଢ଼ନ୍ତୁ- UPSC EPFO APFC Recruitment 2026 : ଇପିଏଫଓ ଓ ଏପିଏଫସି ପଦବି ପାଇଁ ପଞ୍ଜିକରଣ ଆରମ୍ଭ ତୁଳା: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

କାରବାରରେ ଲାଗି ରହିଥିବା ବାଧା ଦୂର ହେବ।

ଘରକୁ କୌଣସି ବନ୍ଧୁ ଆସିବେ।

ବିଦେଶ ଯିବାର ଆଶା ପୂରଣ ହୋଇପାରେ। ‌ ବିଛା: ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରିବେ।

ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।

ଚାକିରିଆଙ୍କ ଲାଗି ଦିନଟି ଭଲ।

ପାରିବାରିକ ଜୀବନ ସୁଖକର ହେବ। ‌ ଧନୁ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ନୂଆ କଥା କିଛି ଜାଣି ପାରିବେ।

ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ।

ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।

ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।‌ ମକର: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ।

ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ।

ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ: ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଆପଣଙ୍କର ପ୍ରସିଦ୍ଧି ବଢ଼ିବ।

କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ପରିବାରରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ।

ମୀନ: ଜୀବନ ଭଲ ଢଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ।

ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ।

ବେପାରୀଙ୍କୁ ନୂଆ ସଫଳତା ମିଳିପାରେ।

ଦାମ୍ପତ୍ୟ ଜୀବନ ସୁଖକର ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)