Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣିବେ।
ମନ ଚାହୁଥିବା କାମରେ ସଫଳତା ପାଇବେ।
ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।
ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। Advertisment ବୃଷ: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲଗାନ୍ତୁ।
କାମରେ ସକାରାତ୍ମକ ଫଳ ପାଇବେ। ସୋସିଆଲ୍ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ।
ପାରିବାରିକ ସୁଖ ବୃଦ୍ଧି ହେବ।
ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ମିଥୁନ: ନୂଆ କାମ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ।
ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ।
ପ୍ରେମ ଜୀବନ ଭଲ ରହିବ।
ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।
ଧାର ଦେଇଥିବା ପଇସା ପାଇବେ।
ରାଜନୀତିରେ ସଫଳତା ପାଇବେ।
ଦାମ୍ପତ୍ୟ ଜୀବନରେ ଖୁସି ରହିବ।
ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ସିଂହ: କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ।
ଅନ୍ୟମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ।
ଆର୍ଥିକ ବିଷୟରେ ଆପଣଙ୍କୁ ଲାଭ ହେବ।
ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। କନ୍ୟା: ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ।
ଓକିଲ କୌଣସି ପୁରୁଣା ମକଦ୍ଦମା ଉପରେ ମନ ନିବେଶ କରିବେ।
ନୂଆ ଲୋକଙ୍କ ସଂପର୍କରୁ ଲାଭ ପାଇବେ।
ପ୍ରେମ ଜୀବନ ମଧୁର ହେବ। ଆହୁରି ପଢ଼ନ୍ତୁ- UPSC EPFO APFC Recruitment 2026 : ଇପିଏଫଓ ଓ ଏପିଏଫସି ପଦବି ପାଇଁ ପଞ୍ଜିକରଣ ଆରମ୍ଭ ତୁଳା: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।
କାରବାରରେ ଲାଗି ରହିଥିବା ବାଧା ଦୂର ହେବ।
ଘରକୁ କୌଣସି ବନ୍ଧୁ ଆସିବେ।
ବିଦେଶ ଯିବାର ଆଶା ପୂରଣ ହୋଇପାରେ। ବିଛା: ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରିବେ।
ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।
ଚାକିରିଆଙ୍କ ଲାଗି ଦିନଟି ଭଲ।
ପାରିବାରିକ ଜୀବନ ସୁଖକର ହେବ। ଧନୁ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
ନୂଆ କଥା କିଛି ଜାଣି ପାରିବେ।
ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ।
ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।
ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ମକର: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ।
ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।
ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ।
ପାରିବାରିକ ଜୀବନ ସୁଖମୟ ହେବ।
କୁମ୍ଭ: ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଆପଣଙ୍କର ପ୍ରସିଦ୍ଧି ବଢ଼ିବ।
କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।
ପରିବାରରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ।
ମୀନ: ଜୀବନ ଭଲ ଢଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ।
ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ।
ବେପାରୀଙ୍କୁ ନୂଆ ସଫଳତା ମିଳିପାରେ।
ଦାମ୍ପତ୍ୟ ଜୀବନ ସୁଖକର ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
