Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ଜମି କିଣିବା ଲାଗି ମନସ୍ଥ କରିବେ।
ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ।
ଡ଼କ୍ତରୀ ଛାତ୍ରଛାତ୍ରୀ କୌଣସି ପ୍ରୋଜେକ୍ଟରେ କାମ କରିବେ।
Advertisment ବୃଷ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ମାହୋଲ ରହିବ।
ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାର ପ୍ରତୀକ୍ଷାରେ ଥିବା ଛାତ୍ରଛାତ୍ରୀ ଉଚିତ ଅବସର ପାଇବେ।
ଆପଣ ଦଳରେ ଭଲ ନେତା ରୂପେ କାମ କରିବେ। ମିଥୁନ: ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିବେ।
ଅଫିସରେ ଅତିରିକ୍ତ ଦାୟିତ୍ବ ବହନ କରିବା ଯୋଗୁଁ ଅସଜ ଅନୁଭବ କରିବେ।
ବେପାରରେ ଲାଭ ପାଇବେ।
ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। କର୍କଟ: ଆୟ ସାଧନରେ ବୃଦ୍ଧି ହେବ।
ଭାଇ ଭଉଣୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି।
କାରବାରରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।
ଭାବିଥିବା ଯୋଜନାରେ ସଫଳତା ମିଳିବାର ସମ୍ଭାବନା। ସିଂହ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।
ଆପଣଙ୍କର ଆକର୍ଷଣ ଦାର୍ଶନିକ ବ୍ୟକ୍ତିମାନଙ୍କ ଆଡ଼କୁ ରହିବ।
ସାମାଜିକ ସ୍ତରରେ ମାନ ସମ୍ମାନ ବଢ଼ିବ।
ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବ୍ୟକ୍ତିତ୍ବର ଲୋକ ପ୍ରଭାବିତ ହେବେ।
ସରକାରୀ ଚାକିରିଆ କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି।
ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ।
ତୁଳା: ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ।
ବିଦେଶ ଯିବାର ଯୋଗ ଅଛି।
ବୈବାହିକ ଜୀବନ ସୁଖମୟ ରହିବ।
ବ୍ୟବସାୟ ଚିନ୍ତାରେ ଲାଭର ନୂଆ ଉତ୍ସ ଖୋଲିବ।
ସ୍ବାସ୍ଥ୍ୟରେ ଧ୍ୟାନ ରଖିବେ।
ବିଛା: ସରକାରୀ କାମରେ ଲାଭ ମିଳିବାର ସମ୍ଭାବନା।
ପରିବାରରେ କୌଣସି ବ୍ୟକ୍ତିଙ୍କୁ ସଫଳତା ମିଳିବ।
ସନ୍ତାନ ସହିତ ବାହାରକୁ ବୁଲି ଯିବେ।
ଛାତ୍ରଛାତ୍ରୀ ପଢ଼ିବାକୁ ନେଇ ଉତ୍ସାହିତ ରହିବେ।
ଧନୁ: ବେପାରରେ ଲାଭ ଯୋଗ ଅଛି।
ଚାକିରିଜୀବୀ ନୂଆ ଅବସର ପାଇବେ।
ସମାଜରେ ମାନ ସମ୍ମାନ ବୃଦ୍ଧି ହେବ।
ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।
ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।
ମକର: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ।
ବେପାର ବୃଦ୍ଧି ହେବାର ସମ୍ଭାବନା।
ପାରିବରିକ ଜୀବନ ସମୃଦ୍ଧ ହେବ।
ଚାକିରିରେ ମନ ପସନ୍ଦ ଜାଗାକୁ ବଦଳି ହୋଇପାରେ।
କୁମ୍ଭ: ଦିନଟି ବହୁତ ସକାରାତ୍ମକ ଉପାୟରେ ଅତିବାହିତ କରିବେ।
କୌଣସି କ୍ଷେତ୍ରରୁ ନିବେଶରେ ଯଥେଷ୍ଟ ଲାଭ ପାଇବେ।
ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।
ରାଜନୀତିରେ ସଫଳତା ପାଇବେ।
ମୀନ: ନୂଆ ଚାକିରି ମିଳିବାର ସମ୍ଭାବନା।
ବୈବାହିକ ଜୀବନରେ ଖୁସି ଆସିବ।
ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ଇଚ୍ଛା ହେବ।
ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

