Horoscope 2026 August 21: ଜାଣନ୍ତୁ ଆଜିର ରାଶିଫଳ...

Aug 21, 2026 - 00:11
Horoscope 2026 August 21: ଜାଣନ୍ତୁ ଆଜିର ରାଶିଫଳ...

"‌ମେଷ: ପୈତୃକ ସଂପତ୍ତି ଆପଣଙ୍କୁ ହାସଲ ହେବ।

ମହିଳାମାନେ କୌଣସି ଧାର୍ମିକ ସତ୍‌ସଙ୍ଗକୁ ଯିବେ।

ଚାକିରିରେ ଚାହୁଥିବା ସଫଳତା ପାଇବେ।

ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

Advertisment ବୃଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ଆପଣଙ୍କର ସାକ୍ଷାତ କୌଣସି ପୁରୁଣା ବନ୍ଧୁ ସହିତ ହେବ।

ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମିଥୁନ: ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ।

କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ।

ଶୀତବସ୍ତ୍ର ବ୍ୟବସାୟୀଙ୍କର ବିକ୍ରି ବଢ଼ିବ ଓ ଭଲ ଲାଭ ହେବ।

ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

କର୍କଟ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ।

ଅଫିସ କାମରେ ଆପଣଙ୍କ ମନ ଲାଗିବ।

ବ୍ୟବସାୟୀଙ୍କୁ ଲାଭ ମିଳିବ।

ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ସିଂହ: ବିଲଡର୍ସଙ୍କ ଲାଗି ଦିନଟି ଭଲ ରହିବ।

ଜୀବନସାଥୀଠାରୁ ଭଲ ଉପହାର ପାଇବେ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ।

ଜମି କିଣିବା ଯୋଗ ରହିଛି।

ଘରକୁ କୁଣିଆ ଆସିବେ।

କନ୍ୟା: ଆପଣ ନିଜର ବ୍ୟବହାରକୁ ଭଲ କରନ୍ତୁ।

ବ୍ୟବସାୟରେ ଲାଭ ପାଇଁ ସବୁ କାମ ମନପ୍ରାଣ ଢ଼ାଳି କାମ କରିବେ।

ମୋଟର ଯାନ କିଣିବା ଲାଗି ଆଗ୍ରହ ବଢ଼ିବ।

ପାରିବାରିକ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ- Vande Mataram: "ବନ୍ଦେ ମାତରମ୍" ବିବାଦ: କଂଗ୍ରେସର ନିଷ୍ପତ୍ତିକୁ ନେଇ ସୋନିଆ-ରାହୁଲଙ୍କୁ ଘେରିଲେ ଗୃହମନ୍ତ୍ରୀ ଅମିତ ଶାହ ତୁଳା: ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ।

ଜଳସେଚନ ଅଧିକାରୀ ନିଜର କାମକୁ ସଂପୂର୍ଣ୍ଣ କରିବେ।

ବେପାରୀବର୍ଗଙ୍କୁ ଧନଲାଭ ହେବ।

ପ୍ରିୟଜନଠାରୁ ଉପହାର ପାଇବେ।

ବିଛା: ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ।

ମଧୁମେହ ରୋଗୀଙ୍କୁ ଆରାମ ମିଳିବ।

ପରିବାର ଲୋକଙ୍କ ସାହାଯ୍ୟ ପାଇବ।

ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ଧନୁ: ଘରେ ବୟସାଧିକ ବ୍ୟକ୍ତିଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ।

ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ।

ବେପାରରେ ଉତ୍ତମ ଲାଭ ଯୋଗ ରହିଛି।

ପ୍ରେମୀଯୁଗଳ ସାଙ୍ଗ ହୋଇ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ମକର: ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ।

ଘରେ କୌଣସି ଉତ୍ସବ ହେବ।

ବେପାରରେ ଯଥେଷ୍ଟ ଲାଭ ପାଇବେ।

ମହିଳାମାନଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

କୁମ୍ଭ: କଠିନ ପରିସ୍ଥିତିରେ କେହିନା କେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ।

ମନ୍ଦିରରେ ଦାନ ଦିଅନ୍ତୁ ସମାଜରେ ପ୍ରସିଦ୍ଧି ବଢ଼ିବ।

ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ। ‌  ମୀନ: ଇଂଜିନିୟର୍ସ କୌଣସି ଲକ୍ଷ୍ୟ ପୂରା କରିବେ।

କୃଷିଜୀବୀଙ୍କ ଲାଗି ଦିନଟି ଭଲ ରହିବ।

ବନ୍ଧୁଠାରୁ କିଛି ଭଲ ପରାମର୍ଶ ପାଇବେ।

ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ।

ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media