Horoscope 2026 August 13: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ନିତିଦିନିଆ ଜୀବନରେ କିଛି ନବୀନତା ଆସିପାରେ।
ସମ୍ବନ୍ଧରେ ଗାରିମା ବଜାୟ ରଖିଲେ ପରିବାରରେ ସୁଖଶାନ୍ତି ବଜାୟ ରହିବ।
ଆର୍ଥିକ ସମସ୍ୟା ବନ୍ଧୁ ମାଧ୍ୟମରେ ସମାଧାନ ହୋଇଯିବ। Advertisment ବୃଷ: କିଣାବିକା ମାମଲାରେ ସାବଧାନ ରହନ୍ତୁ।
ଆର୍ଥିକ ରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ।
କ୍ୟାରିୟର ବିଷୟରେ ଗୁରୁଙ୍କଠାରୁ ସାହାଯ୍ୟ ପାଇବେ।
ନକାରାତ୍ମକ ଜିନିଷଠାରୁ ଦୂରରେ ରହନ୍ତୁ।
ମିଥୁନ: ଦୂରସ୍ଥାନକୁ ଯିବାର ଯୋଗ ଅଛି।
ଘରର ସୁଖସୁବିଧା ସଂପର୍କିତ ଆବଶ୍ୟକତା ପୂରା କରିବା ପାଇଁ ବିଶେଷ ପ୍ରୟାସ କରିବେ।
ଖାଲି ସମୟରେ ନିଜର ଭଲ ଖରାପ ସଂପର୍କରେ ବିଚାର କରିବେ।
କର୍କଟ: ଚାକିରିଜୀବୀ ନିଜର କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।
ବେପାରର ଗତି ଭଲ ରହିବ।
ଟଙ୍କାପଇସା ନେବା ଦେବାରେ ସବାଧାନ ଅବଲମ୍ବନ କରନ୍ତୁ।
ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ସିଂହ: ଆପଣଙ୍କର କାମ ପ୍ରତି ଏକାଗ୍ରତା ଏବଂ ନିଷ୍ଠା ବଢ଼ିବ।
ଅଧୁରା ଥିବା ଯୋଜନା ପୁଣି ଆରମ୍ଭ ହୋଇଯିବ।
ବେପାରରେଅଧିକ ଲାଭ ପାଇବେ।
ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ଯିବାର ସଫଳ ହେବେ। କନ୍ୟା: ଶୁଭ ସନ୍ଦେଶ ପାଇବେ।
ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ।
ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ଧାର୍ମିକସ୍ଥାନକୁ ଯିବା ପାଇଁ ମନ ସ୍ଥିର କରିବେ।
ପେଟରୋଗ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।
ଆହୁରି ପଢ଼ନ୍ତୁ- Phuket-Delhi Air India flight crash: ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ନିଦ ବଟିକା ଖାଉଥିଲେ ପାଇଲଟ୍ ତୁଳା: କୌଣସି ମାମଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେଲେ ଭଲ ପରିଣାମ ପାଇବେ।
ଧାର୍ମିକ କାର୍ଯ୍ୟରେ ଇଚ୍ଛା ବଢ଼ିବ।
ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କର ସକାରାତ୍ମକ ବଢ଼ିବ।
ବିଛା: ପୂରା ପରିଶ୍ରମରେ ନିଜର କାମ କରିବା ଯୋଗୁଁ ଭଲ ପରିଣାମ ପାଇବେ।
ଆପଣଙ୍କ କଥାରେ କାହାରିକୁ କଷ୍ଟ ନପହଞ୍ଚେ ତାର ଧ୍ୟାନ ରଖନ୍ତୁ।
ବିଦ୍ୟାର୍ଥୀ ଜୀବନରେ ବ୍ୟସ୍ତ ରହିବେ।
ଧନୁ: ବେପାରରେ ଅଧିକ ଲାଭ ପାଇବା ଯୋଗୁଁ ଉତ୍ସାହ ବଢ଼ିବ।
ଶୁଭ କାମ ଆରମ୍ଭ କରିବେ।
ଦାମ୍ପତ୍ୟ ଜୀବନ ଭଲ ରହିବ।
ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ପରିଶ୍ରମ ଜାରି ରଖନ୍ତୁ।
ମକର: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ।
କୌଣସି ବଡ଼ ବ୍ୟବସାୟୀ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ।
ଦିନସାରା ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୁମ୍ଭ: ଘରର ବଡ଼ଙ୍କଠାରୁ କିଛି ପ୍ରେରଣା ପାଇବେ।
ଆପଣ ଯାହା ବି କାମ କରିବେ ସଫଳ ହେବେ।
ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।
ସୁଖ ସମୃଦ୍ଧିରେ ବୃଦ୍ଧି ହେବ।
ବ୍ୟବହାର ସହଜ ବନାଇ ରଖନ୍ତୁ। ମୀନ: ନୂଆ ଜାଗାକୁ ବୁଲି ଯିବେ।
ନୂଆ ଜୀବନରେ ନୂଆ ପାଠ ଶିଖିବେ।
ଘର ଲୋକଙ୍କ ସହିତ ସମାରୋହ ସଂପର୍କ ବିଚାର କରିବେ।
କୌଣସି ବଡ଼ କାମ ଆରମ୍ଭ ଆପଣଙ୍କ ହାତରେ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
