Horoscope 2026 August 05: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ।
ଆପଣଙ୍କର କାର୍ଯ୍ୟ ଭଲଭାବେ ସଂପୂର୍ଣ୍ଣ ହେବ।
ସନ୍ଧ୍ୟାରେ ପରିବାର ସହିତ ବିତାଇବେ।
ଆପଣଙ୍କ ବେପାର ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ।
Advertisment ବୃଷ: ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା ବଢ଼ିବ।
କିଛି ଖର୍ଚ୍ଚ ଚାହୁନଥିଲେ ବି କରିବାକୁ ପଡ଼ିବ।
ଏକରୁ ଅଧିକ ମାଧ୍ୟମରେ ଧନପ୍ରାପ୍ତି ହେବ।
ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ।
ମିଥୁନ: ଜୀବନରେ ସକାରାତ୍ମକ ଭାବନ ସହିତ ଆଗକୁ ବଢ଼ିବେ।
ନିଜ କାମରେ ଆପଣଙ୍କର ବିଶ୍ବାସ ବଢ଼ିବ।
ପାରିବାରିକ ଜୀବନରେ ଖୁସି ରହିବ।
ଆର୍ଥିକ ଲାଭ ହେବାର ଯୋଗ ଅଛି।
କର୍କଟ: ଆପଣ କୌଣସି ଯୋଜନା ଉପରେ କାମ କରିବେ।
ଆପଣଙ୍କ ବେପାର ବଢ଼ିବାର ଫଳପ୍ରଦ ସିଦ୍ଧି ହେବ।
ଭଲ ଖବର ପାଇବେ।
ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।
ସିଂହ: ନିଜ ପରିଶ୍ରମ ଓ ସାମର୍ଥ୍ୟରେ କାର୍ଯ୍ୟକ୍ଷେତ୍ରରେ ବହୁତ କିଛି ପ୍ରାପ୍ତ କରିନେବେ।
ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
ଜଣେ ଅନ୍ୟଜଣଙ୍କ ପ୍ରତି ମଧୁର ଭାବନା ବିକାଶ ହେବ।
କନ୍ୟା: ନୂଆ ସଉଦା କରିବା ପୂର୍ବରୁ ଭଲଭାବେ ଭାବି ନିଅନ୍ତୁ।
ଅଚାନକ ଧନପ୍ରାପ୍ତିର ସମ୍ଭାବନା।
ବେପାରରେ ନୂଆ ପ୍ରଗତି କରିବେ।
ସରକାରୀ ଚାକିରିଆଙ୍କୁ ସରକାରୀ ବାସ ଭବନ ମିଳିପାରେ।
ଆହୁରି ପଢ଼ନ୍ତୁ- Operation trishul: ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ ତୁଳା: କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସହିତ ଭଲ ସଫଳତା ମିଳିବାର ସମ୍ଭାବନା।
କୌଣସି ଭଲ ଖବର ପାଇବେ।
ପାରିବାରିକ ଜୀବନରେ ଆପୋସୀ ପ୍ରେମ ରହିବ।
କାମର ଚାପ ଲାଗି ରହିବ।
ବିଛା: ବ୍ୟବସାୟରେ ଉତ୍ତମ ସଫଳତା ପାଇବେ।
କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ।
ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ଧନୁ: ଭଲ ଖବର ପାଇବା ଯୋଗ ଅଛି।
ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ।
ଆପଣଙ୍କର ବେତନ ବଢ଼ିପାରେ।
କାହାରି ପାରିବାରିକ ସମାରୋହରେ ସାମିଲ ହେବେ।
ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ବୈବାହିକ ଜୀବନରେ ଖୁସି ଆସିବ।
ଅଫସିରେ ଦିନଟି ବହୁତ ଭଲ ରହିବ।
ନିଜ ଘରର ସୌନ୍ଦର୍ଯ୍ୟକରଣ କାମ କରାଇବେ।
କର୍ମକ୍ଷେତ୍ରରେ ଭଲ ଅବସର ପାଇବେ।
ଧନଲାଭ ଯୋଗ ଅଛି।
କୁମ୍ଭ: ଦିନଟି ଆପଣଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିଦେବ।
ଭାବିଚିନ୍ତି ସମସ୍ୟାର ସମାଧାନ ବାହାର କରିବେ।
ଆପଣଙ୍କୁ ଚାକିରିରେ ଉତ୍ତମ ପରିଣାମ ମିଳିବ।
କିଛି ନୂଆ ବେପାରର ସହମତି ହୋଇପାରେ। ମୀନ: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରି ଖୁସି ଅନୁଭବ କରିବେ।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରପନ୍ତି।
ଚାକିରିରେ ଅନୁକୂଳ ପରିଣାମ ପାଇବେ।
ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।