Head Coach: ପୋଲାର୍ଡ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ

Oct 24, 2026 - 11:22
Head Coach: ପୋଲାର୍ଡ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ଆଇପିଏଲ୍‌ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡରଙ୍କୁ ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି।

୨୦୧୦ରୁ ଏହି ଫ୍ରାଞ୍ଚାଇଜି ସହ ପୋଲାର୍ଡ ଯୋଡ଼ି ହୋଇ ରହିଥିଲା ବେଳେ ୨୦୨୨ ସଂସ୍କରଣ ପରେ ଆଇପିଏଲ୍‌ରୁ ଅବସର ନେଇଥିଲେ।

୨୦୨୩ ଆଇପିଏଲ୍‌ ପୂର୍ବରୁ ସେ ଦଳର ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ଅସୁଛନ୍ତି।

Advertisment ୨ ଥର ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ଧରିବାର ସୌଭାଗ୍ୟ ଗତ ସପ୍ତାହରେ ମାହେଲା ଜୟବର୍ଦ୍ଧନେ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବାରୁ ସେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୩ ଋତୁ ଖେଳିଥିବା ପୋଲାର୍ଡ ୫ ଥର ଆଇପିଏଲ୍‌ ଓ ୨ ଥର ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ଧରିବାର ସୌଭାଗ୍ୟ ପାଇଛନ୍ତି।

ସେ ମୁମ୍ବାଇ ପକ୍ଷରୁ ୨୧୧ ମ୍ୟାଚ୍‌ ଖେଳି ୧୪୭ ଷ୍ଟ୍ରାଇକ୍‌ରେଟ୍‌ରେ ୩୯୧୫ ରନ୍‌ କରିଛନ୍ତି।

ବୋଲିଂରେ ‌୭୯ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ୧୦୩ କ୍ୟାଚ୍‌ ମଧ୍ୟ ଧରିଛନ୍ତି।

Anahat Singh: ସିଲିକନ୍ ଭ୍ୟାଲି ଓପନ୍‌ ସ୍କ୍ବାସ୍‌: ସେମିରେ ଅଟକିଲେ ଅନାହତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)