Harishankar: ଶ୍ରାବଣ ଦ୍ବିତୀୟ ସୋମବାର: ହରିଶଙ୍କର ପୀଠ ଚଳଚଞ୍ଚଳ

Aug 10, 2026 - 08:26
Harishankar: ଶ୍ରାବଣ ଦ୍ବିତୀୟ ସୋମବାର: ହରିଶଙ୍କର ପୀଠ ଚଳଚଞ୍ଚଳ

"ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଶ୍ରାବଣ ମାସର ଦ୍ବିତୀୟ ସୋମବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରସିଦ୍ଧ ହରିଶଙ୍କର ପୀଠରେ ଶ୍ରଦ୍ଧାଳୁ ଓ ବୋଲ୍‌ବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା।

ଲମ୍ବା ଧାଡ଼ିରେ ଆସି ଭକ୍ତମାନେ ହରିଶଙ୍କରଙ୍କ ଦର୍ଶନ କରିଥିଲେ।Advertisment ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା ରବିବାରଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ବୋଲବମ୍ ଭକ୍ତମାନେ ଆସିଥିଲେ | ସୋମବାର ଭୋର୍‌ରୁ ପାପନାଶିନୀ ଝରଣାରେ ଗାଧୋଇ ପୂଜାର୍ଚ୍ଚନା ପରେ ହରିଶଙ୍କରଙ୍କ ଦର୍ଶନ ତଥା ଜଳଲାଗି କରିଥିଲେ।

ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା।

Rourkela traffic: ସୁଧୁରୁନାହାନ୍ତି ଅମାନିଆ ଗାଡ଼ି ଚାଳକ; ୪ ମାସରେ ୨୮ ହଜାର ଚାଳକଙ୍କୁ ଇ-ଚାଲାଣ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media