Gunfire Targets Chips-Laden Truck: ଫୁଟିଲା ଗୁଳି, ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼
ସୁନ୍ଦରଗଡରେ ଗୁଳିମାଡ଼। କୁତ୍ରା ଥାନା ଲିଟିବେଡ଼ା ଜଙ୍ଗଲ ନିକଟରେ ଗୁଳିମାଡ଼ ହୋଇଛି। ଏକ ଚିପ୍ସ ବୋଝେଇ ଟ୍ରକକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। କାହାରି କିଛି କ୍ଷତି ହୋଇନାହିଁ।
୪ ଜଣ ଦୁବୁର୍ତ୍ତ ଗୁଳି ମାରିଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଭୋର ସମୟରେ ହୋଇଛି ଗୁଳିମାଡ଼ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।