GSSBY: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା: ଆବେଦନ ପାଇଁ ଖୋଲିଲା ପୋର୍ଟାଲ
ଭୁବନେଶ୍ବର: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା (Gopabandhu Sambadika Swasthya Bima Yojana) ୨୦୨୬-୨୭ ପାଇଁ ନୂତନ ଆବେଦନ ଗ୍ରହଣ ନିମନ୍ତେ ଅନଲାଇନ୍ ପୋର୍ଟାଲ ଖୋଲିଯାଇଛି।
ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ପୂର୍ବରୁ ଏହି ଯୋଜନାରେ ପଞ୍ଜୀକୃତ ହୋଇନାହାନ୍ତି, ସେମାନେ ୦୯.୧୧.୨୦୨୬ ରୁ ୩୦.୧୧.୨୦୨୬ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ନୂତନ ଆବେଦନ କରିପାରିବେ।
ୱେବସାଇଟ୍ https://owjws.odisha.gov.in ମାଧ୍ୟମରେ ଆବେଦନ କରିପାରିବେ।
Advertisment ଗୁରୁତ୍ୱପୂର୍ଣ୍ଣ ସୂଚନା ଡିସେମ୍ବର ୧ ରୁ ୧୦ ତାରିଖ ମଧ୍ୟରେ ଜିଲ୍ଲା ସ୍ତରରେ ଆବେଦନଗୁଡ଼ିକର ଯାଞ୍ଚ କରାଯିବ ଆବେଦନ ସମୟରେ ଆବଶ୍ୟକ ତଥ୍ୟ ଓ ଦଲିଲପତ୍ର ସଠିକ୍ ଭାବେ ଦାଖଲ କରିବା ପାଇଁ ଅନୁରୋଧ ଯୋଗ୍ୟ ଓ ଇଚ୍ଛୁକ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବାକୁ ଅନୁରୋଧ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
