Gold Prices Rise : ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର! ୨୨ ଓ ୨୪ କ୍ୟାରେଟ୍ରେ ବଡ଼ ବୃଦ୍ଧି
ଲଗାତାର କିଛି ଦିନ ଧରି ସୁନା ଦରରେ ହ୍ରାସ ଘଟୁଥିବା ବେଳେ ଗତ ଦୁଇ ଦିନ ଧରି ବଢିବାରେ ଲାଗିଛି ପୁଣି ସୁନା ଦର।
ଗତ କାଲି ୨୨ କ୍ୟାରେଟ ସୁନା ଦର ୧୩୫୦ ଟଙ୍କା ବଢିଥିବା ବେଳେ ଆଜି ଆହୁରି ୧୧୫୦ ଟଙ୍କା ବଢିଯାଇଛି।
ସେହିପରି ୨୪ କ୍ୟାରେଟ ସୁନା ଦର ୧୨୪୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୯୪୦ ଟଙ୍କା ବଢିଛି।
Advertisment ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୧୭,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୨୭, ୮୦୦ ଟଙ୍କା ହୋଇଛି।
ସେହିପରି ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୯୫,୮୫୦ ଟଙ୍କା ହୋଇଛି।
ତେବେ ରୁପା ଦର ଅପରିବର୍ତ୍ତିତ ରହି ୧ ଲକ୍ଷ ୭୫ ହଜାର ଅଛି।
ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ: • ଦିଲ୍ଲୀ – ୧,୨୭,୯୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୭,୩୦୦ (୨୨ କ୍ୟାରେଟ୍), ୯୬,୦୦୦ (୧୮ କ୍ୟାରେଟ୍) • ହାଇଦ୍ରାବାଦ – ୧,୨୭,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୭,୧୫୦ (୨୨ କ୍ୟାରେଟ୍), ୯୫,୮୫୦ (୧୮ କ୍ୟାରେଟ୍) • ମୁମ୍ବାଇ – ୧,୨୭,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୭,୧୫୦ (୨୨ କ୍ୟାରେଟ୍), ୯୫,୮୫୦ (୧୮ କ୍ୟାରେଟ୍) • କୋଲକାତା – ୧,୨୭,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୭,୧୫୦ (୨୨ କ୍ୟାରେଟ୍), ୯୫,୮୫୦ (୧୮ କ୍ୟାରେଟ୍) • ଚେନ୍ନାଇ – ୧,୨୭,୮୦୦ ଟଙ୍କା (୨୪ କ୍ୟାରେଟ୍), ୧,୧୭,୧୫୦ (୨୨ କ୍ୟାରେଟ୍), ୯୫,୮୫୦ (୧୮ କ୍ୟାରେଟ୍) Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
