Godown Shed Collapsed: ଭୁଶୁଡ଼ିଲା ନିର୍ମାଣଧୀନ ଗୋଦାମ ସେଡ୍: ଭଗ୍ନାବଶେଷ ତଳେ ୫୦ରୁ ଅଧିକଲୋକ ଫସି ରହିଥିବା ସନ୍ଦେହ
କୋଲକାତା: ପଶ୍ଚିମ କୋଲକାତାର ତାରାତଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ସେଡ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଭଗ୍ନାବଶେଷ ତଳେ ୫୦-୬୦ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ନଅଜଣ ଆହତ ବ୍ୟକ୍ତିଙ୍କୁ ଏସଏସକେଏମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଭର୍ତ୍ତି ହୋଇଥିବା ୯ଜଣ ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି।
#WATCH तारातला: पश्चिम बंगाल के मंत्री इंद्रनील खान ने कहा, "हमारी प्राथमिकता अंदर फंसे लोगों को बचाना है...सभी बचाव दल मौके पर मौजूद हैं...यह सब गैर-कानूनी है जो TMC के सत्ता में रहने के दौरान बनाया गया था..." https://t.co/6veQFKVCkHpic.twitter.com/Hv5Zgshajh
— ANI_HindiNews (@AHindinews) June 24, 2026
ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।