Ganjam Floods : ନାଳକୁ ନଦୀ କରିଦେଲା ଜଙ୍ଗଲୀ ପାଣି

Nov 15, 2026 - 14:11
Ganjam Floods : ନାଳକୁ ନଦୀ କରିଦେଲା ଜଙ୍ଗଲୀ ପାଣି

ବାତ୍ୟା ଅର୍ଣ୍ଣବ ଆସିଲା।

ଆଉ ଶେଷରେ ଚାଲିଗଲା।

ହେଲେ ଯିବା ପୂର୍ବରୁ ବଦଳାଇ ଦେଇଗଲା ଭୂଖଣ୍ଡର ଚିତ୍ର।

ଯେଉଁଠି ଦିନେ ଛୋଟ ନାଳଟିଏ ବୋହି ଯାଉଥିଲା ସେଠି ଆଜି ବିସ୍ତୀର୍ଣ୍ଣ ପଥରର ଶଯ୍ୟା।

ପାହାଡ଼ରୁ ଧସି ଆସିଥିବା ମାଟି, ପଥର ଆଉ ବିରାଟ ବିରାଟ ଗଛର ଗଣ୍ଡି ପ୍ରକୃତିର ପ୍ରଳୟଙ୍କରୀ ରୂପକୁ ବୟାନ କରୁଛି।

ଏମିତି ଏକ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ କନ୍ଧମାଳ ସୀମାନ୍ତ ବାଇବାଲି ପଞ୍ଚାୟତରେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)