Fruit: ଏହି ଫଳକୁ ଚୋବାଇ ଖାଇଲେ ଭଲ, ମଧୁମେହ ରୋଗୀଙ୍କ ପାଇଁ ବରଦାନ

Nov 15, 2026 - 12:16
Fruit: ଏହି ଫଳକୁ ଚୋବାଇ ଖାଇଲେ ଭଲ,  ମଧୁମେହ ରୋଗୀଙ୍କ ପାଇଁ ବରଦାନ

ଆଜିକା ସମୟରେ ଘରେ ଘରେ ମଧୁମେହ ରେ ପୀଡ଼ିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି।

କାରଣ ଏହି ରୋଗ ପାଇଁ କିଛି ବୟସ ନାହିଁ।

ଏକଥା ଅନେକଙ୍କୁ ଜଣା ଯେ ମଧୁମେହରେ ପୀଡ଼ିତ ଲୋକେ ଫଳ ଖାଇଥାନ୍ତି।

କିନ୍ତୁ ଜାଣନ୍ତି କି କେତେକ ଲୋ ସୁଗାର ଫଳ ଖାଇବା ସେମାନଙ୍କ ପାଇଁ ଖୁବ୍‌ ଲାଭଦାୟକ।

କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ମାତ୍ର ୧୨ ଗ୍ରାମ୍‌ ସୁଗାର୍‌ ଓ ୭ କ୍ୟାଲୋରି ଥାଏ।

ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ।

ମଧୁମେହ ରୋଗୀ ଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଲା ଅଙ୍ଗୁର।

ଏକ ମଧ୍ୟମ ଆକାରର ଅଙ୍ଗୁରରେ ମାତ୍ର ୯ ଗ୍ରାମ୍‌ ସୁଗାର୍‌ ଥାଏ।

ତେବେ ଏହାକୁ ସୀମିତ ମାତ୍ରାରେ ସେବନ କରିଲେ ଖୁବ୍‌ ଭଲ।

Advertisment ସେଓର ଜୁସ୍‌ ନ ପିଇବା ଭଲ ଆଉ ଏକ ଲାଭଦାୟକ ଫଳ ହେଉଛି ସେଓ, ଯାହା ମଧୁମେହ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ।

କାରଣ ଏଥିରେ ମାତ୍ର ୧୯ ଗ୍ରାମ୍‌ ସୁଗାର ମିଳିଥାଏ।

ଏଣୁ ଏହାକୁ ଚୋବାଇ ଖାଇବା ଭଲ।

ସେଓର ଜୁସ୍‌ ନ ପିଇବା ଭଲ।

ତରଭୁଜ ମଧ୍ୟ ସେହି ଧରଣର ଏକ ଫଳ।

ଏକାକୀ ତରଭୁଜରେ ମାତ୍ର ୧୦ ଗ୍ରାମ୍‌ ସୁଗାର୍‌ ଥାଏ।

ଏହି ଫଳରେ ଆଇରନର ମାତ୍ରା ମଧ୍ୟ ଅଧିକ।

ଜାମୁକୋଳି ବି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ।

ଗୋଟିଏ କପ୍‌ ଜାମୁକୋଳିରେ ମାତ୍ର ୭ ଗ୍ରାମ୍‌ ସୁଗାର ରହିଛି।

ତେବେ ସୀମିତ ମାତ୍ରାରେ ଏହାକୁ ସେବନ କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଥାଏ।

Weight Gain: ଶୀତଦିନେ ଓଜନ ବଢ଼ିବା ସମ୍ଭାବନା ଅଧିକ କାହିଁକି?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)