Four Feet of Rainwater in Mahadev Temple: ମନ୍ଦିର ଭିତରେ ଚାରିଫୁଟର ବର୍ଷା ଜଳ; ପାଣିରେ ବୁଡ଼ି ପୂଜା ପାଉଛନ୍ତି ସ୍ୱପ୍ନେଶ୍ୱର ମହାଦେବ
ମନ୍ଦିର ଭିତରେ ଚାରିଫୁଟର ବର୍ଷା ଜଳ। ପାଣିରେ ବୁଡି ପୂଜା ପାଉଛନ୍ତି ସ୍ବପ୍ନେଶ୍ବର ମହାଦେବ। କଟକ ଜିଲ୍ଲା ଆଠଗଡ ବ୍ଲକ ତଳଗଡ ଗ୍ରାମରେ ଥିବା ଆରାଦ୍ୟ ଦେବତା ପ୍ରଭୁ ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିର ଭତରେ ଚାରିଫୁଟର ବର୍ଷା ଜଳ ପ୍ରବାହିତ ହେଉଛି। ପାଣି ଭିତରେ ଚାଲିଛି ପୂଜାର୍ଚ୍ଚନା।
ପୁରୁଣା କଟକ ସମ୍ବଲପୁର ରାସ୍ତାର ଚମ୍ପାପୁର ନିକଟରେ ଦିର୍ଘଦିନ ହେବ ପୋଲ କାମ ଚାଲିଥିବାରୁ କଣ୍ଟିଆ ନାଳର ପାଣି ନିସ୍କାସନ ହୋଇ ନ ପାରିବାରୁ ବର୍ଷା ପାଣି ମନ୍ଦିର ଭିତରେ ପ୍ରବେଶ କରିଛି। ଆଜି ସୋମବାର ହୋଇଥିବାରୁ ପାଣି ଭିତରେ ଚାଲିଛି ପୂର୍ଜାଚ୍ଚନା।
- ମନ୍ଦିର ଭିତରେ ଚାରିଫୁଟର ବର୍ଷା ଜଳ
- ପାଣିରେ ବୁଡ଼ି ପୂଜା ପାଉଛନ୍ତି ସ୍ବପ୍ନେଶ୍ବର ମହାଦେବ
- କଟକ ଆଠଗଡ ତଳଗଡ ସ୍ଥିତ ସ୍ବପ୍ନେଶ୍ବର ମନ୍ଦିରରେ ପଶିଲା ପାଣି
- ମହାଦେବଙ୍କ ମନ୍ଦିର ଭିତରେ ୪ ଫୁଟର ବର୍ଷା ଜଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।