How to Check Your Name In 2026 SIR: ଏସଆଇଆର'ରେ ନାଁ କେମିତି ଯାଞ୍ଚ କରିବେ ? ସରଳରେ ଜାଣନ୍ତୁ ସବୁକିଛି
ପ୍ରକାଶ ପାଇଛି ୨୦୨୬ SIR। ଆପଣଙ୍କ ନାଁ ରହିଛି ନା ନାହିଁ ଜାଣିବେ କେମିତି? ଗତ ଥର ଭୋଟ୍ ଦେଇଥିଲେ, ଏଥର ଭୋଟ୍ ଦେଇ ପାରିବେ ତ୍ ? ଗତଥର ଯଦି, ଭୋଟ୍ ଦେଇନାହାନ୍ତି ତାହେଲେ ଏଥର ଭୋଟ୍ ଦେଇପାରିବେ ତ ? ଏହାକୁ ନେଇ ଲୋକଙ୍କ ଭିତରେ ଅନେକ ଦ୍ବନ୍ଦ୍ବ ଓ ଆଶଙ୍କା ରହିଛି। ଏନେଇ ଜମାରୁ ଚିନ୍ତା କରନ୍ତୁନି, ଦେଖନ୍ତୁ କେମିତି ନିଜ ନାଁ SIRରେ ଯାଞ୍ଚ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।