Flooded Khairmal Bridge in Odisha Forces People to Risk Their Lives Amid Heavy Rain
#ବର୍ଷାରେ_ବୁଡ଼ିଲା_ବ୍ରିଜ_ଜୀବନକୁ_ବାଜି_ଲଗାଇ_ଯାତାୟତ
ବର୍ଷାରେ ବୁଡ଼ିଲା ବ୍ରିଜ Iଯାତାୟାତ ବାଧାପ୍ରାପ୍ତ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତ ଖଇରମାଲ ବ୍ରିଜ ଉପରେ ଦେଢ଼ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି Iଯେଉଁଥିପାଇଁ ଲୋକେ ବିପଦଜନକ ଅବସ୍ଥାରେ କାର, ବାଇକ ଓ ସାଇକେଲରେ ଯିବା ଆସିବା କରୁଛନ୍ତି I ଏପରିକି ଏଇ ବ୍ରିଜଦେଇ ବିଭିନ୍ନ ପଞ୍ଚାୟତର ଲୋକେ ନିତିଦିନ ଯାତାୟାତ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ସ୍କୁଲ,କଲେଜକୁ ପାଠପଢିବାକୁ ଯାଇଥାନ୍ତି ଏବଂ ଖଇରମାଲରେ ଥିବା ପ୍ରସିଦ୍ଧ ଶୈବପୀଠକୁ ଭକ୍ତମାନେ ଦର୍ଶନ କରିବାକୁ ଯିବା ସହ ବିନିକା,ରାମପୁର,ଡୁଙ୍ଗୁରିପାଲି,ସୋନପୁର ଏବଂ ବରଗଡ଼ ଜିଲ୍ଲା ଭେଡେନକୁ ବିଭିନ୍ନ କାମରେ ଯାଆସ କରିଥାନ୍ତି
Heavy rainfall has submerged the Khairmal Bridge under Singhijuba Gram Panchayat in Binika Block of Subarnapur district, with nearly 1.5 feet of water flowing over the bridge. Despite the dangerous conditions, residents are crossing the submerged bridge in cars, motorcycles and bicycles as traffic remains disrupted.
#OdishaRain#Subarnapur#KhairmalBridge#Binika#FloodedBridge#HeavyRain#TrafficDisruption#RoadSafety#KhairmalBridge_Subarnapur#BinikaFloodSituation#HeavyRain_Khairmal#OdishaTV#OTV#OdishaRain#Subarnapur#FloodedBridge#RoadSafety#Monsoon#Binika
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।