Fire Department Employee: ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

Sep 12, 2026 - 12:41
Fire Department Employee: ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

"ଆନନ୍ଦପୁର: ମାନସିକ ଚାପରେ ଅତିଷ୍ଠ ହୋଇ ଆତ୍ମାହୁତି ନିମନ୍ତେ କାର୍ଯ୍ୟାଳୟର ୩ ତାଲା ଉପରକୁ ଚଢିଲେ ଅଗ୍ନିଶମ କର୍ମଚାରୀ।

ଆନନ୍ଦପୁର ଉପଖଣ୍ଡ ଶାଳପଡା ଅଗ୍ନିଶମ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ।

କାର୍ଯ୍ୟାଳୟର କର୍ମଚାରୀ ହେମାନନ୍ଦ ଦେହୁରୀ ଅଫିସରଙ୍କ ନିର୍ଯାତନା ଯୋଗୁ କାର୍ଯ୍ୟାଳୟ ଛାତ ଉପରେ ଚଢି ଆତ୍ମାହୁତି ନିମନ୍ତେ ପ୍ରୟାସ କରୁଥିବା ବେଳେ ଅନ୍ୟ କର୍ମଚାରୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।Advertisment ଅଫିସର ସୂର୍ଯ୍ୟ ହେମ୍ବ୍ରମ ମାନସିକ ଚାପ ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ପ୍ରତ୍ୟେକ ସମୟରେ ଅଫିସର ସୂର୍ଯ୍ୟ ହେମ୍ବ୍ରମ ମାନସିକ ଚାପ ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ସମ୍ପୃକ୍ତ କର୍ମଚାରୀ ପ୍ରତିକ୍ରିୟା ରଖିଛନ୍ତି ଯେ ଯଦି କୌଣସି ପଦକ୍ଷେପ ନ ନିଆ ଯାଏ ତେବେ ସେ ଚରମ ନିଷ୍ପତ୍ତି ଗ୍ରହଣ କରିବେ।

Ambulance: ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ୩.୫ କିମି ବୋହିଲେ; ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)