Father and Son Arrested in Brown Sugar Raid: ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ; ବାପପୁଅ ଗିରଫ, ବସ୍ତି ଅଞ୍ଚଳରେ ରେଡ୍ କରି ଧରିଲା ବିଭାଗ
ରାଜଧାନୀରୁ ବ୍ରାଉନସୁଗାର ଜବତ। ବାପପୁଅ ଗିରଫ। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ ହେଉଥିଲା। ବ୍ରାଉନସୁଗର ଅଭିଯୋଗରେ ବାପପୁଅକୁ ଗିରଫ କରିଛି ଅବକାରୀ ବିଭାଗ। ବଡ଼ଗଡ଼ ଥାନା ମଇଁଷିଖାଲ ବସ୍ତି ଅଞ୍ଚଳରେ ରେଡ୍ କରି ଧରିଲା ଅବକାରୀ ବିଭାଗ। ଘର କବାଟ ଖୋଲୁ ନଥିବାରୁ କବାଟ ଭାଙ୍ଗି ବାପପୁଅଙ୍କୁ କାବୁ କଲା ଅବକାରୀ ବିଭାଗ।
- ଭୁବନେଶ୍ୱର ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ
- ବ୍ରାଉନସୁଗର କାରବାର ଅଭିଯୋଗରେ ବାପପୁଅ ଗିରଫ
- ବଡ଼ଗଡ଼ ଥାନା ମଇଁଷିଖାଲ ବସ୍ତି ଅଞ୍ଚଳରେ ରେଡ୍ କରି ଧରିଲା ଅବକାରୀ
- ଘର କବାଟ ଖୋଲୁ ନଥିବାରୁ କବାଟ ଭାଙ୍ଗି ବାପପୁଅଙ୍କୁ କାବୁ କଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।