Farmer Dies: ପାରଳାଖେମୁଣ୍ଡି କଲେଜ ରୋଡ୍‌ରେ ଅଟୋ ଧକ୍କା, ଚାଷୀଙ୍କ ମୃତ୍ୟୁ

Oct 18, 2026 - 08:25
Farmer Dies: ପାରଳାଖେମୁଣ୍ଡି କଲେଜ ରୋଡ୍‌ରେ ଅଟୋ ଧକ୍କା, ଚାଷୀଙ୍କ ମୃତ୍ୟୁ

"ପାରଳାଖେମୁଣ୍ଡି: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ।

ପାରଳାଖେମୁଣ୍ଡି ସହର କଲେଜ ରୋଡରେ ଅଟୋ ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ମୃତକ ହେଉଛନ୍ତି କେରାଣ୍ଡି ଗ୍ରାମର ପିତାମ୍ବର ପାଣ୍ଡି।

ଅମଳ ପରିବା ନେଇ ଏକ୍ସଲ ସାହାଯ୍ୟରେ ବଜାରକୁ ବିକ୍ରି ପାଇଁ ଯାଉଥିବା ବେଳେ ଅଟୋ ଧକ୍କାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।Advertisment New Governor: ଆଜି ଶପଥ ନେବେ ନୂଆ ରାଜ୍ୟପାଳ: ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)