Family Stages Protest Outside Naveen Niwas Seeking AIIMS ICU Bed for Ailing Man
#ନବୀନ_ନିବାସ_ବାହାରେ_ଧାରଣାରେ_ପରିବାର
ନବୀନ ନିବାସ ବାହାରେ ହିଞ୍ଜିଳିର ଏକ ପରିବାରର ଧାରଣା। ପିଲାଛୁଆଙ୍କୁ ଧରି ନବୀନ ନିବାସ ବାହାରେ ବସିଛନ୍ତି ପରିବାର। ଅସୁସ୍ଥ ସ୍ବାମୀଙ୍କ ଚିକିତ୍ସା ସହ ଭୁବନେଶ୍ବର ଏମ୍ସରେ ଏକ ଆଇସିୟୁ ବେଡ୍ କରାଇଦେବାକୁ ନିଜ ବିଧାୟକଙ୍କୁ ନେହୁରା ହେଉଛନ୍ତି ପତ୍ନୀ। ଗତ ୨୮ ତାରିଖରୁ ପରିବାର ଗାଁରୁ ଆସିଛନ୍ତି। ହେଲେ ନବୀନ ତାଙ୍କ ସହ ଟିକେ ବି ଦେଖା କରୁନଥିବା ପରିବାର ଅଭିଯୋଗ କରିଛନ୍ତି। ହିଞ୍ଜିଳି ସିକିରି ଗାଁର ସୁଧାକର ସ୍ୱାଇଁ ଏକ ସିକ୍ୟୁରିଟିି ଏଜେନ୍ସୀ ରେ କାମ କରୁଥିଲେ। ବର୍ତ୍ତମାନ ସେ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏମ୍ସରେ ବେଡ୍ କରାଇଦେବା ଆଶାରେ ନବୀନ ନିବସ ଆସିଥିଲେ ପରିବାର। ତେବେ ୨୮ ତାରିଖରେ ହେଲ୍ପ ଡେସ୍କକୁ କେବଳ ଏକ ମେଲ୍ କରି ତାଙ୍କ ଅଫିସ ଚୁପ୍ ବସିଥିବା ପରିବାର ଅଭିଯୋଗ କରିଛନ୍ତି। ଆମ ବିଧାୟକ ଆମ ସହ ଦେଖା ନହେଲା ଯାଏ ଏଠାରୁ ଉଠିବୁନି ବୋଲି କହିଛନ୍ତି ଅସୁସ୍ଥ ସୁଧାକରଙ୍କ ପତ୍ନୀ ଓ ଶଶୁର।
#NaveenNiwas#AIIMSBhubaneswar#Healthcare#Hinjili#OdishaNews#OdishaTV#OTV
A family from Sikiri village in Hinjili staged a protest outside Naveen Niwas in Bhubaneswar, seeking assistance for the treatment of an ailing family member. According to the source, the wife of Sudhakar Swain, who is undergoing medical treatment, appealed to their MLA to help secure an ICU bed at AIIMS Bhubaneswar.
The family said they have been in Bhubaneswar since the 28th and alleged that despite approaching the help desk, only an email was sent on their behalf and no further assistance was provided. They also claimed that they had not been able to meet Naveen Patnaik, whom they identified as their MLA.
According to the source, Sudhakar Swain, a former employee of a security agency, is currently ill and under treatment. His wife and father-in-law said they would continue their protest outside Naveen Niwas until they are able to meet their MLA and seek help for his medical care.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।