Exim Bank BDO Recruitment: ଏକ୍ସିମ୍ ବ୍ୟାଙ୍କରେ ବିଡିଓ ନିଯୁକ୍ତି, ଦରମା ୧୪.୬୮ ଲକ୍ଷ ଟଙ୍କା

Sep 17, 2026 - 16:49
Exim Bank BDO Recruitment: ଏକ୍ସିମ୍ ବ୍ୟାଙ୍କରେ ବିଡିଓ ନିଯୁକ୍ତି, ଦରମା ୧୪.୬୮ ଲକ୍ଷ ଟଙ୍କା

"ନୂଆଦିଲ୍ଲୀ: ଏକ୍ସିମ୍ ବ୍ୟାଙ୍କରେ ବିଜନେସ୍ ଡେଭଲପମେଣ୍ଟ ଅଫିସର (ବିଡିଓ) ପଦବି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି।

ଇଚ୍ଛୁକ ପ୍ରାର୍ଥୀ ଏକ୍ସିମ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ୧୫ ଅକ୍ଟୋବର ୨୦୨୬ ରହିଛି।Advertisment କିଏ କରିପାରିବେ ଆବେଦନ? • ମାର୍କେଟିଂ କିମ୍ବା ଫାଇନାନ୍ସରେ ସ୍ନାତକୋତ୍ତର ଡିଗ୍ରି ଥିବା ଆବଶ୍ୟକ।• ସର୍ବନିମ୍ନ ୫୫ପ୍ରତିଶତ ମାର୍କ ରହିବା ଦରକାର।• ୩୧ ଅଗଷ୍ଟ ୨୦୨୬ ସୁଦ୍ଧା ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବ।• ମାଇକ୍ରୋସଫ୍ଟ ଅଫିସ୍ ଟୁଲ୍ସ, ଯଥା ୱାର୍ଡ, ଆକ୍ସେସ୍ ଓ ପିପିଟି ବିଷୟରେ ଜ୍ଞାନ ଥିବା ଆବଶ୍ୟକ।.ବିଜନେସ୍ ଡେଭଲପମେଣ୍ଟ ଅଫିସର ପଦରେ ଚୟନ ହେଉଥିବା ପ୍ରାର୍ଥୀଙ୍କୁ ବାର୍ଷିକ ୧୪.୬୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳିବ।

କିପରି କରିବେ ଆବେଦନ?

୧.

ଏକ୍ସିମ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ।୨.

ଅନଲାଇନ୍ ରେଜିଷ୍ଟ୍ରେସନ୍ ବିଭାଗକୁ ଯାଆନ୍ତୁ।୩.

ବିଡିଓ ନିଯୁକ୍ତି ସମ୍ପର୍କିତ ଲିଙ୍କରେ କ୍ଲିକ୍ କରନ୍ତୁ।୪.

ଆବଶ୍ୟକ ତଥ୍ୟ ପୂରଣ କରି ଦରକାରୀ ଦସ୍ତାବିଜର ସ୍କାନ୍ କପି ଅପଲୋଡ୍ କରନ୍ତୁ।୫.

ଆବେଦନ ଫର୍ମ ଦାଖଲ କରି ଏହାର ପ୍ରିଣ୍ଟଆଉଟ୍ ରଖନ୍ତୁ।୬.

ଆବେଦନର ଶେଷ ତାରିଖ: ୧୫ ଅକ୍ଟୋବର ୨୦୨୬ ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ ଶୁଣାଣି ୨୨ରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)