Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ

Oct 18, 2026 - 15:16
Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ

"ଯୋଡ଼ା (ମହେଶ୍ବର ସାହୁ): ପବିତ୍ର ଦୁର୍ଗାପୂଜା ଅବସରରେ କେନ୍ଦୁଝରରେ ଏକ ହାତୀ ଶାବକ ଜନ୍ମ ହୋଇଛି।

ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ୍ କାଞ୍ଜିଆଶୁଳା ଜଙ୍ଗଲରେ ୨୮ଟିକିଆ ହାତୀପଲରେ ଏହି ହାତୀ ଶାବକ ଜନ୍ମ ହୋଇଛି।

ଆଜି ସକାଳୁ ଏହି ହାତୀ ଶାବକ ଜନ୍ମ ହୋଇଥିବା ବେଳେ, ଅନ୍ୟ ହାତୀମାନେ ଏହି ଶାବକକୁ ଜଗି ରହିଛନ୍ତି ।Advertisment ବନବିଭାଗ ଲୋକଙ୍କୁ ସଚେତନ କରୁଛି ହାତୀଙ୍କ ସହ ହାତୀ ଶାବକ କିଭଳି ସୁରକ୍ଷିତ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ବନ ବିଭାଗ ।

ହାତୀ ଶାବକର ସୁରକ୍ଷା ପାଇଁ ହାତୀପଲ ହିଂସ୍ର ହେବାର ସମ୍ଭାବନା ଥିବାରୁ  ଲୋକେ କିପରି ହାତୀଙ୍କ ନିକଟକୁ ନଯିବେ, ସେଥିପ୍ରତି ବନବିଭାଗ ଲୋକଙ୍କୁ ସଚେତନ କରୁଛି ।

Manmohan Samal: ନବୀନ ପଟ୍ଟନାୟକଙ୍କୁ ମନମୋହନ ସାମଲଙ୍କ କଡ଼ା ଜବାବ୍: ଛାତ୍ରଛାତ୍ରୀଙ୍କ ଦୁଃଖ ବୁଝୁନଥିଲେ, ପଚାରୁଛନ୍ତି ପ୍ରଶ୍ନ କାହିଁକି?"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)